1. କ୍ୟାବିନେଟରେ 9 ପଦ ଖାଲି, ପାଇଲଟଙ୍କୁ ଦରକାର 6; ସଠିକ ଫର୍ମୁଲା ଖୋଜୁଛି କଂଗ୍ରେସ
ଅଶୋକ ଗେହଲଟ କ୍ୟାବିନେଟରେ ଏବେ ଖାଲି ରହିଛି 9ଟି ମନ୍ତ୍ରୀ ପଦ । ଆଉ ଏଥିରୁ 6ଟି ପଦ ଚାହୁଁଛନ୍ତି ସଚିନ ପାଇଲଟ ।
2. ଟିକା ପାଇଁ ପଞ୍ଜୀକରଣ କରିନଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉ: ରାହୁଲ ଗାନ୍ଧୀ
3. ଭ୍ୟାକ୍ସିନ ନେବାପରେ ଶରୀରରେ ଚୁମ୍ବକୀୟ ଶକ୍ତି, ଲାଗି ରହୁଛି ଗିନା କଂସା ତାଟିଆ
କୋଭିଡ ଭ୍ୟାକ୍ସିନ କୋଭିସିଲଡ଼ ଟୀକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ।
4. ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ: ମୁଖ୍ୟ ଯନ୍ତ୍ରୀ
ଦକ୍ଷିଣ ପଶ୍ଚିମ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।
5. ସଜବାଜ ସେଲିବ୍ରେସନ, ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଙ୍ଗଠନ
ସଜବାଜରେ ଆଶ୍ରୟସ୍ଥଳୀରେ ରଜ ପିଠା ବାଣ୍ଟି ଖୁସି ବାଣ୍ଟିଛି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ମାଇଲ ପ୍ଲିଜ ।
6. ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
7. ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନି: ସ୍ଵାସ୍ଥ୍ୟମନ୍ତ୍ରୀ
କୋରୋନା ସମୟରେ ବୃଦ୍ଧି ପାଇଛି ନକଲି ମେଡିସିନ କାରବାର ।
8. ଝାରସୁଗୁଡ଼ା ବିମାନ ବନ୍ଦରରେ ILS କାର୍ଯ୍ୟକ୍ଷମ ପାଇଁ DGCAର ଅନୁମତି
9. ଶିବସେନା ବିଧାୟକଙ୍କ ମନମୁଖୀ ଶାସନ, କଣ୍ଟ୍ରାକ୍ଟରଙ୍କ ଉପରେ ପକାଇଲେ ଅଳିଆ
ମହାରାଷ୍ଟ୍ର ଚାନ୍ଦିଭାଲି ଶିବସେନା ବିଧାୟକ ଦିଲ୍ଲିପ ଲାଣ୍ଡେଙ୍କ ଶାସନଗିରି ଭିଡିଓ ଭାଇରାଲ ।
10. ଅଭିଷେକଙ୍କ ପାଇଁ ସହାୟତା ମାଗିଲେ ଝିଲିକ
କୋରୋନାରେ ପୀଡିତ ଥିବା ଅଭିଷେକଙ୍କ ପାଇଁ ଓଲିଉଡ ଅଭିନେତ୍ରୀ ଝିଲିକ ସାହାଯ୍ୟ ମାଗିଛନ୍ତି ।