ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS @5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 28, 2021, 5:03 PM IST

1.ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଓଡିଶାକୁ 500 କୋଟିର ବାତ୍ୟା ସହାୟତା

ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଓଡିଶାକୁ 500 କୋଟିର ବାତ୍ୟା ସହାୟତା

2.ସରକାରଙ୍କ ଘୋଷଣା, ଚଳିତବର୍ଷ ଶେଷସୁଦ୍ଧା ସରିବ ଟୀକାକରଣ ଅଭିଯାନ

ଚଳିବର୍ଷ ଶେଷସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

3.ଶ୍ରୀକ୍ଷେତ୍ରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ବାତ୍ୟା ‘ୟସ’ ଟଳିବା ପରେ ଚଳଚଞ୍ଚଳ ହୋଇଛି ରଥଖଳା । ଖୁବ ଜୋରସୋରରେ ଚାଲିଛି ତୁମ୍ବ ନିର୍ମାଣ କାମ । ଆସନ୍ତା ଭଉଁରୀ ତିଥିରେ ହେବ ଚକ ଡେରା ନୀତି ।

4.ରାଜ୍ୟ 2 ହଜାର କୋଟି ମାଗିଥିଲେ ଭଲ ହୋଇଥାନ୍ତା: ସୁର

ଓଡିଶା ଆସି ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ରାଜ୍ୟ 2 ହଜାର କୋଟି ମାଗିଥିଲେ ଭଲ ହୋଇଥାନ୍ତା ବୋଲି କଂଗ୍ରେସ କହିଛି ।

5.ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୋଦି

ଆକାଶ ମାର୍ଗରୁ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବାତ୍ୟା ସମୀକ୍ଷା କରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
6.ଟିକା ପାଇଁ ବଢିଲା ଗ୍ଲୋବାଲ ଟେଣ୍ଡର ସମୟସୀମା

ଟିକା ପାଇଁ ବଢିଲା ଗ୍ଲୋବାଲ ଟେଣ୍ଡର ସମୟସୀମା । ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବଢ଼ିଲା ଟେଣ୍ଡର ଅବଧି । ଅନଲାଇନରେ ବିଡିଂ ହେବ ।
7.କେନ୍ଦ୍ର ପ୍ରସ୍ତୁତ କରୁଛି ବ୍ଲୁପ୍ରିଣ୍ଟ, ପ୍ରତିଦିନ ଦେଶରେ 1 କୋଟି ଲୋକଙ୍କୁ ଦିଆଯିବ ଟିକା

କୋରୋନାକୁ ମାତ ଦେବାକୁ ବୃଦ୍ଧି କରାଯିବ ଟୀକାକରଣ ଅଭିଯାନ । ଦୈନିକ ଲାଗିବ 1 କୋଟି ଡୋଜ । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ ।
8.ସମସ୍ତ ମେଡିକାଲ ସାମଗ୍ରୀ ଉପରୁ ଜିଏସିଟି ହଟାଇବାକୁ ପ୍ରିୟଙ୍କାଙ୍କ ଦାବି

କୋରୋନା ମହାମାରୀ ବିରୋଧରେ ବ୍ୟବହାର ହେଉଥିବା ସମସ୍ତ ମେଡିକାଲ ସାମଗ୍ରୀ ଓ ମେଡିସିନ ଉପରୁ ଜିଏସିଟି ହଟାଇବାକୁ ଦାବି କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।

9.ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଭେଟିଲେ ଜୟଶଙ୍କର

ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭେଟି ବିଭିନ୍ନ ସମ୍ପର୍କରେ ଆଲୋଚନା କରିଛନ୍ତି ।

10.ଏସିଆନ ବକ୍ସିଂ: ଫାଇନାଲରେ ମେରୀ କମ୍‌ଙ୍କ ସମେତ 5 ଭାରତୀୟ

ଏସିଆନ ବକ୍ସିଂ ଚମ୍ପିଆନସିପରେ ଭାରତୀୟ ମହିଳା ବକ୍ସରଙ୍କ ଦମଦାର ପ୍ରଦର୍ଶନ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.