ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : May 27, 2021, 5:00 PM IST

  1. ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାତ୍ୟା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ କ୍ଷୟକ୍ଷତିର ସମୀକ୍ଷା ପାଇଁ ଶୁକ୍ରବାର ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।

2.ଆଜିଠୁ ଦିଲ୍ଲୀରେ ମିଳିବ କୋରୋନା ବିରୋଧୀ କକଟେଲ ମେଡିସିନ୍, ଗୋଟିଏ ଡୋଜରେ ହେବ ଚିକିତ୍ସା

ଆଜିଠୁ ଦିଲ୍ଲୀରେ ଉପଲବ୍ଧ ହେବ କକଟେଲ ମେଡିସିନ୍ । ତେବେ କୋରୋନା ଭାଇରସକୁ ପ୍ରତିହତ କରିବାର ମୂଳ ଅସ୍ତ୍ର କକଟେଲ ମେଡିସିନ୍, ଭାରତର ଡାକ୍ତରଖାନାଗୁଡ଼ିକରେ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛି ।

3.ପଣ୍ଡିତ ନେହେରୁଙ୍କ ପୁଣ୍ୟତିଥିରେ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର 57ତମ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

4.ଆକାଶରୁ ନବୀନ ବଖାଣିଲେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି

ଯୁଆଡେ ଆଖି ଯାଉଛି ପାଣି ହିଁ ପାଣି, ଆକାଶରୁ ନବୀନ ବଖାଣିଲେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି

5.କୋରୋନା ରୋଗୀଙ୍କ ସେବାରେ ଆମ୍ବୁଲାନ୍ସ ଡ୍ରାଇଭର୍, ସଂକ୍ରମଣକୁ ନାହିଁ ଖାତିର

କୋରୋନା, ସମ୍ପର୍କକୁ ତୁଚ୍ଛ କରି ଦେଇଛି । ଏଠି ବାପା, ପୁଅର ମୃତଦେହ ଛୁଇଁବାକୁ ଚାହୁଁନି କି ସ୍ତ୍ରୀ,ସ୍ବାମୀର ପାଖ ମାଡୁନି । ମରିବା ପରେ ବି ମିଳୁନି ସମ୍ମାନ । ଏପରି ସ୍ଥିତିରେ ନିଜ ଜୀବନକୁ ଖାତିର୍ ନକରି ଅନ୍ୟର ସେବାରେ ନିଜକୁ ସମର୍ପି ଦେଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର୍ ।

6.ସରକାର କରୁଛନ୍ତି ହ୍ବାଟ୍ସଆପ କଲ ରେକର୍ଡ ! ଜାଣନ୍ତୁ ଭାଇରାଲ ମେସେଜର ସତ

ସୋସିଆଲ ମିଡିଆ କମ୍ପାନୀରେ ନୂଆ ଆଇଟି ନିୟମକୁ ନେଇ ଫେସବୁକ ହ୍ବାଟ୍ସଆପ ଓ ଟ୍ବିଟରରେ ଭିନ୍ନ ଭିନ୍ନ ମିଥ୍ୟା ତଥା ଗୁଜବ ମେସେଜ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ କଣ ରହିଛି ଭାଇରାଲ ମେସେଜର ସତ୍ୟତା ?

7.ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, 3 ଜଣଙ୍କର ହୋଇଛି ମୃତ୍ୟୁ

ବୁଧବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗ ନଦୀର ଫ୍ଲାସଫ୍ଲଡ୍ ଆସିବା ନେଇ ଆଶଙ୍କା ଥିଲା ମାତ୍ର ବର୍ତ୍ତମାନ କିଛି ଅସୁବିଧା କିମ୍ବା ବନ୍ୟା ହେବ ନାହିଁ । ବୈତରଣୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଆନନ୍ଦପୁର ପାଖରେ ବିପଦ ସଙ୍କେତ ଉପରେ ବହୁଛି ।

8.ବାତ୍ୟା ପରେ ରାଜ୍ୟରେ ଉପୁଜି ନାହିଁ ବନ୍ୟା ସ୍ଥିତି

ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜି ନାହିଁ ।

9.ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ଅପରାହ୍ନରେ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର ।

10.କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ 'ମିଡିଆ ଟ୍ରାଏଲ' ରୋକ ଆବେଦନ ଗ୍ରହଣ କଲେ କୋର୍ଟ

ରାତାରାତି ନାୟକରୁ ଖଳନାୟକ ବନିଯାଇଛନ୍ତି କୁସ୍ତିଯୋଦ୍ଧା ତଥା ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର । ଦିନେ ହାତରେ ତ୍ରିରଙ୍ଗା ଧରି ଯିଏ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ, ସେହି ହାତରେ ଦେଶର ପୋଲିସ ତାଙ୍କୁ ହାତକଡି ପିନ୍ଧାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.