ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 1, 2021, 5:12 PM IST

1. ଦିଲ୍ଲୀରେ ଅକ୍ସିଜେନ ସଙ୍କଟ, ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ 8 ମୃତ

ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ଜଣେ ଡାକ୍ତରଙ୍କ ସମେତ 8 କୋରୋନା ରୋଗୀଙ୍କ ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଏପରି ଅଘଟଣ ଘଟିଥିବା ସୂଚନା ରହିଛି ।

2. କୋରୋନା ସ୍ଥିତିକୁ ନେଇ ବିଏମସି କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ

କୋରୋନା ସ୍ଥିତିକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀ ।

3. 15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କଲା ଚାନ୍ଦପୁର ଥାନା ପୋଲିସ

ଖଣି ମାଫିଆଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଲେ ନୟାଗଡ଼ ଚାନ୍ଦପୁର ଥାନା ପୋଲିସ । ଏନେଇ 15 ଖଣି ମାଫିଆଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।

4. ଅକ୍ସିଜେନ ଏକ୍ସପ୍ରେସରେ ଅନୁଗୁଳରୁ ପାଞ୍ଚ ଟ୍ୟାଙ୍କର ଗଲା ସିକନ୍ଦରାବାଦ

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ଆଜି(ଶନିବାର) ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଭରି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ।

5. କଟକରୁ ୪୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ କମିଶନରେଟ ପୋଲିସକୁ ସଫଳତା । କନ୍ଦରପୁର ଥାନା ନିକଟରୁ ଆଜି ୪୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୋଲିସ ।

6. ତେଲେଙ୍ଗାନାର ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁଖ୍ୟମନ୍ତ୍ରୀ କେସିଆର

ରାଜ୍ୟରେ ଦେଖା ଦେଇଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁଖ୍ୟମନ୍ତ୍ରୀ କେସିଆର ।

7. ସର୍ବୋଚ୍ଚ ରେକର୍ଡରେ ଜିଏସଟି ଆଦାୟ, ଏପ୍ରିଲରେ ମିଳିଲା 1. 41 ଲକ୍ଷ କୋଟି

ଜିଏସଟିର ବଡ ଲମ୍ଫ । ଏପ୍ରିଲରେ 1. 41 ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଛି । ଦ୍ରବ୍ୟ ଓ ସେବା କର ଲାଗୁ ହେବା ପରଠାରୁ 2021 ଏପ୍ରିଲ ମାସରେ ସର୍ବାଧିକ ଜିଏସଟି ସଂଗ୍ରହ ହୋଇଛି ।

8. କୋଭିଡ ହସ୍ପିଟାଲରେ ପାଣି ନ ମିଳିବାରୁ ମହିଳାଙ୍କ ମୃତ୍ୟୁ, ଭିଡିଓ ଭାଇରାଲ

ଆଇସିୟୁରେ ପାଣି ମାଗୁଥିବା ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି। ବିନା ପାଣଇରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

9. ଆଇପିଏଲ: ହଟିଲେ ୱାର୍ଣ୍ଣର, ୱିଲିୟମସନଙ୍କୁ ହାଇଦ୍ରାବାଦର ନେତୃତ୍ବ ଭାର

ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅଧାରେ ସେନାପତି ବଦଳାଇଲା ଅରେଞ୍ଜ ଆର୍ମୀ ସନରାଇଜର୍ସ ହାଇଦ୍ରାବାଦ ।

10.‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲକେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର

କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.