ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 23, 2022, 3:07 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀ-ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କାହାର କେତେ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ କୋଟିପତି ବୋଲି ତାଲିକାରୁ ଜଣାପଡିଛି

୨. ବେଘର କଲା ବ୍ୟାଘ୍ର ପ୍ରକଳ୍ପ, ଠିକଣା ଖୋଜୁଛନ୍ତି କଟରଙ୍ଗବାସୀ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଉଚ୍ଛେଦ ହୋଇଥିବା କଟରଙ୍ଗ ଗ୍ରାମବାସୀଙ୍କ ବସତି ନେଇ ବଢୁଛି ଅଡୁଆ । ବିସ୍ଥାପିତ କଟରଙ୍ଗ ଗ୍ରାମବାସୀଙ୍କୁ ଘୋର ବିରୋଧ କରୁଛନ୍ତି ସତ୍ୟଜୟପୁର ଗ୍ରାମବାସୀ

୩. ଗାନ୍ଧୀ ପରିବାରରୁ କେହି ସଭାପତି ହେବେନି, ସ୍ପଷ୍ଟ କଲେ ଗେହଲଟ

ଗାନ୍ଧୀ ପରିବାରରୁ କେହି ପରବର୍ତ୍ତୀ ସଭାପତି ହେବେ ନାହିଁ । କେରଳରେ ରାହୁଲଙ୍କୁ ଦେଖା କରିବା ପରେ ଏନେଇ ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

୪. ୨୭ରେ ମୋଦିଙ୍କ ଜାପାନ ଗସ୍ତ, ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ହେବେ ସାମିଲ

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରରେ ସାମିଲ ହେବା ପାଇଁ ଆସନ୍ତା ୨୭ ତାରିଖରେ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୫. ରାଜଧାନୀରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ବରରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି

୬. NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

ମହାନଦୀ ପଠା ପୋତାଯିବା ମାମଲାରେ ଏନଜିଟିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା

୭. ଶୁଣ ସରକାର: ଘର ପାଇଁ ଗୀତ ଗାଇ ଜିଲ୍ଲାପାଳଙ୍କୁ ଗୁହାରୀ

ସରକାରୀ ସହାୟତା ପାଇଁ ଭିନ୍ନକ୍ଷମଙ୍କ ଆକୁଳ ନିବେଦନ । ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଗୀତ ମାଧ୍ୟମରେ ଦୁଃଖ ଜଣାଇଛନ୍ତି ଯାଜପୁର ଜିଲ୍ଲା ରଗଡି ଗ୍ରାମର ପ୍ରଫୁଲ୍ଲ ଦାସ

୮. ଲାଇଭ ଷ୍ଟ୍ରିମିଂ ପେଟେଣ୍ଟ ଉଲ୍ଲଙ୍ଘନ ଅଭିଯୋଗ, ମେଟା ଗଣିବ 1405 କୋଟି ଜୋରିମାନା !

ବିଶ୍ବର ପ୍ରତିଷ୍ଠିତ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଉପରେ ପଡିଲା ଜୋରିମାନା । 174.5 ମିଲିୟନ୍ ଡଲାର୍ ଜୋରିମାନା ଦେବାକୁ ମେଟା ମାଲିକଙ୍କୁ ନିର୍ଦ୍ଦେଶ(Meta fined $174.5 million for violating patents)

୯. ଅବ୍ୟବସ୍ଥାରେ ମେଡିକାଲ ସେବା, ଆନ୍ଦୋଳନ ଚେତାବନୀ ଦେଲା ଆପ୍

ବଲାଙ୍ଗୀରରେ ବିପର୍ଯ୍ୟସ୍ତ ହୋଇଛି ସ୍ବାସ୍ଥ୍ୟସେବା । ଡାକ୍ତରଖାନା ଅବ୍ୟବସ୍ଥା ଦୂର କରିବା ଦାବି କରି ଧାରଣାକୁ ଓହ୍ଲାଇଛି ଆପ୍

୧୦. କେରଳରେ PFIର ହରତାଳ, ହେଲମେଟ ପିନ୍ଧି ବସ ଚଳାଇଲେ ଡ୍ରାଇଭର

ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ NIA ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆର 100ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା । ଏହି ପ୍ରତିବାଦରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ପକ୍ଷରୁ କେରଳରେ ହରତାଳ ଦେଖିବାକୁ ମିଳିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.