ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 12, 2022, 3:17 PM IST

1.ଆକ୍ସନ ମୋଡରେ BMC, ସପିଂ ମଲରେ ଚାଲିଛି କୋଭିଡ ମାର୍ଗଦର୍ଶିକାର ଯାଞ୍ଚ

ରାଜଧାନୀରେ ଦ୍ରୁତ ସଂକ୍ରମଣକୁ ନେଇ ବିଏମସି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।

2.ଝାଡଖଣ୍ଡବାସୀଙ୍କୁ 16 ହଜାର କୋଟିର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ

ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି।

3.Presidential Election: ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନାର ସମର୍ଥନ

ସାଂସଦମାନଙ୍କ ଦାବି ପରେ NDA ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଲେ ଶିବସେନା ମୁଖ୍ୟଉଦ୍ଧବ ଠାକରେ ।

4.Sri Lanka crisis: ପଳାୟନ ଉଦ୍ୟମ ବେଳେ ବିମାନ ବନ୍ଦରରେ ପୂର୍ବତନ ଅର୍ଥମନ୍ତ୍ରୀ ଅଟକ

ଶ୍ରୀଲଙ୍କାରୁ ପଳାୟନ ଉଦ୍ୟମ କରୁଛନ୍ତି ରାଜନେତା । ବିମାନ ବନ୍ଦରରୁ ଧରାପଡିଲେ ପୂର୍ବତନ ଅର୍ଥମନ୍ତ୍ରୀ ।

5.ସୀତାପୁର ମାମଲାରେ ବଢିଲା ଜୁବେରଙ୍କ ଅନ୍ତରୀଣ ଜାମିନ ଅବଧି, ସେପ୍ଟେମ୍ବର 7ରେ ପରବର୍ତ୍ତୀ ଶୁଣାଣି

ସୀତାପୁର ମାମଲାରେ ଗିରଫ ସମ୍ବାଦିକ ମହମ୍ମଦ ଜୁବେରଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ପୁଣି ଆଶ୍ବସ୍ତି ।

6.ରାଜଧାନୀରେ ସ୍ୱଚ୍ଛତାକୁ ଗୁରୁତ୍ୱ, ବୁଲିଲା BMC ଟିମ

ରାଜଧାନୀରେ ସ୍ବଚ୍ଛତାକୁ ଗୁରୁତ୍ବ । ସହର ପରିବେଶକୁ ଫୋକସରେ ରଖିଛି ବିଏମସି ।

7.Amarnath yatra: ଜମ୍ମୁ କ୍ୟାମ୍ପରୁ ଯାତ୍ରା ଆରମ୍ଭ କଲେ 7 ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

ଅମରନାଥ ଅଭିମୁଖେ ବାହାରିଲେ 7 ହଜାରରୁ ଊର୍ଦ୍ଧ୍ବ ଯାତ୍ରୀ । ଦୁଇଟି ମାର୍ଗରେ ଜାରି ରହିଛି ଯାତ୍ରା ।

8.ମହାକାଶ ଗବେଷଣାରେ ମାଇଲ ଖୁଣ୍ଟ, NASA ଜାରି କଲା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର

ନାସା (NASA) ଜେମ୍ସ ୱେବ୍‌ ସ୍ପେସ ଟେଲିସ୍କୋପରୁ ନିଆଯାଇଥିବା (James webb Space Telescope) ପ୍ରଥମ ରଙ୍ଗୀନ ଛବି ଜାରି ହୋଇଛି ।

9.ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ଭାରତୀୟ କ୍ରିକେଟ ଦଳ ଘୋଷଣା

ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି ।

10.ସମୁଦ୍ର ମଝିରେ ଏନ୍‌ଜୟ କରୁଛନ୍ତି ପ୍ରିୟଙ୍କା-ନିକ୍‌, ରୋମାଣ୍ଟିକ ଫଟୋ ଭାଇରାଲ

ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ସ୍ୱାମୀଙ୍କ ସହ ଏକ ରୋମାଣ୍ଟିକ ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.