ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 29, 2022, 3:01 PM IST

୧.ମାନବିକତା ଦେଖାଇଲେ ମେୟର, ଆହତ ଯୁବକଙ୍କୁ ଉଦ୍ଧାର କରି ପଠାଇଲେ ମେଡିକାଲ

ମାନବିକତା ଦେଖାଇଲେ ବ୍ରହ୍ମପୁର ମେୟର । ସଡକ ଦୁର୍ଘଟଣାରେ ଆହାତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ।

୨.ଟ୍ରକକୁ ପଛପଟୁ ପିଟିଲା କାର, 8 ଗୁରୁତର

ନୟାଗଡରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ୮ ଗୁରୁତର ।

୩.ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ

ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେବ ୩ଆ ମାସିଆ ଖସଡ଼ା ।

୪.ONGC Helicopter Crash: ମୃତକଙ୍କ ମଧ୍ୟରେ ମାଲକାନଗିରି ପୁଅ

ଆରବସାଗରରେ ONGC(Oil and Natural Gas Corporation Limited) ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲକାନଗିରିର ଓଡିଆ ପୁଅ ସତ୍ୟମ୍ବଦ ପାତ୍ର ।

୫.ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ, ଟାଙ୍ଗିଆରେ ହାଣି ସ୍ତ୍ରୀକୁ କଲା ହତ୍ୟା

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହ କରି ରାଗିକି ସ୍ତ୍ରୀକୁ ଏକ କୁରାଢି ସାହାଯ୍ୟରେ ହାଣି ଦେଲା ସ୍ୱାମୀ ।

୬.ଗୌହାଟୀରୁ ଗୋଆ ଅଭିମୁଖେ ସିନ୍ଧେ ଗୋଷ୍ଠୀ, ତାଜ ହୋଟେଲରେ କରିବେ ରାତ୍ରିଯାପନ

ଅପରାହ୍ନରେ ଗୌହାଟୀରୁ ଗୋଆ ଅଭିମୁଖେ ଯାତ୍ରା କରିବେ ସିନ୍ଧେ ଗୋଷ୍ଠୀ । ଗୋଆର ତାଜ ହୋଟେଲରେ 71 ରୁମ ବୁକ ।

୭.Maha Crisis: ଫ୍ଲୋର ଟେଷ୍ଟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ, ସଂଧ୍ୟାରେ ଶୁଣାଣି

ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଫ୍ଲୋର ଟେଷ୍ଟ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା । ଆଜି ସଂଧ୍ୟାରେ ଶୁଣାଣି ।

୮.ଅନ୍ଧବିଶ୍ବାସର ଅନ୍ଧଗଳିରେ ସମାଜ: ଝିଅର ମୃତଦେହକୁ 3 ଦିନ ଧରି ଝଡାଫୁଙ୍କା କରୁଥିଲେ ପରିବାର

ଝିଅର ମୃତ୍ୟୁ ପରେ ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତଦେହକୁ ତିନି ଦିନ ଧରି ଏକ ବନ୍ଦ କଠୋରୀରେ ରଖି ପୁନଃଜୀବିତ କରିବାକୁ ଉଦ୍ୟମ କରିଥିଲେ ।

୯.ଆଉ ନାହାନ୍ତି ତାମିଲ ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗର

ପ୍ରସିଦ୍ଧ ତାମିଲ ଅଭିନେତ୍ରୀ ମୀନାଙ୍କ ସ୍ୱାମୀ ବିଦ୍ୟାସାଗରଙ୍କ ଦେହାନ୍ତ ହୋଇଛି । ବିଦ୍ୟାସାଗର ଗତକାଲି ରାତିରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।

୧୦.Women ICC T-20 Ranking: 13ତମ ସ୍ଥାନକୁ ଉଠିଲେ ରାଧା

ଭାରତୀୟ ମହିଳା କ୍ରିକେଟ ଦଳର ବାମହାତି ସ୍ପିନର ରାଧା ଯାଦବ ମାନ୍ୟତାର 7ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.