ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 27, 2022, 3:04 PM IST

୧.ରାଜଧାନୀରେ ମଲରେ ଡକାୟତି, ଫିଲ୍ମ ଷ୍ଟାଇଲରେ କାବୁ କଲା ପୋଲିସ

ବିଳମ୍ବିତ ରାତିରେ ଭୁବନେଶ୍ବରର ମଲରେ ଚୋରି କରୁଥିଲେ । ଫିଲ୍ମ ଷ୍ଟାଇଲରେ 2 ଜଣଙ୍କୁ କାବୁ କଲା ପୋଲିସ ।

୨.ଫେକ୍‌ ଆକାଉଣ୍ଟ ନେଇ ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲାପାଳ

କଟକ ଜିଲ୍ଲାପାଳଙ୍କ ନାଁରେ ଫେକ WhatsApp ଆକାଉଣ୍ଟ । ଏନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ।

୩.ରଥଯାତ୍ରା ସମୀକ୍ଷା କଲେ ପୋଲିସ DG

ଆସନ୍ତା ଜୁଲାଇ 1 ତାରିଖରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ପୋଲିସ ପ୍ରଶାସନର ବ୍ୟବସ୍ଥା ନେଇ ଡିଜି ସମୀକ୍ଷା କରିଛନ୍ତି ।

୪.ଲୁପ୍ତ ହେବାକୁ ବସିଛି ବିଜୁବାବୁଙ୍କ ପ୍ରିୟ ବାଉଁଶୁଣୀ ଡାକ ବଙ୍ଗଳା

ବୌଦ୍ଧ ଜିଲ୍ଲାରେ ଅବଲୁପ୍ତର ଦ୍ବାର ଦେଶରେ ଦଣ୍ଡାୟମାନ ବାଉଁଶୁଣୀ ଡାକ ବଙ୍ଗଳା । ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ।

୫.ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ଦାୟିତ୍ବ ନେଲେ ନୂଆ CMC କମିଶନର

CMC କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ IAS ଅଧିକାରୀ ନିଖିଳ ପବନ କଲ୍ୟାଣ । ସେ ଆଜି କଟକର ଆରାଧ୍ୟ ଦେବୀ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।

୬.Patra Chawl Land Scam Case: ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ED ସମନ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ED ସମନ । ଆସନ୍ତାକାଲି(ମଙ୍ଗଳବାର) ହାଜର ପାଇଁ ନିର୍ଦ୍ଦେଶ ।

୭.ବହୁମତ ହରାଇଲା MVA ମେଣ୍ଟ: ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଧାୟକ

ବହୁମତ ହରାଇଲା ମହାରାଷ୍ଟ୍ରରେ କ୍ଷମତାସୀମ ମହାବିକାଶ ଅଘାଡି ମେଣ୍ଟ । ସମର୍ଥନ ପ୍ରତ୍ୟାହାର କଲେ 38 ଶିବସେନା ବିଦ୍ରୋହୀ ବିଧାୟକ ।

୮.ଅଗ୍ନିପଥ ଯୋଜନା ଯବାନଙ୍କ ଭବିଷ୍ୟତ ଆଶା ସହ ଧୋକା: ମେଘାଳୟ ରାଜ୍ୟପାଳ

ଅଗ୍ନିପଥ ଯୋଜନାକୁ ନେଇ ବର୍ଷିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ ଏହି ଯୋଜନା ଭବିଷ୍ୟତ ଯବାନଙ୍କ ଆଶା ଓ ବିଶ୍ବାସ ସହ ଧୋକା ।

୯.ଗୁଡ୍ ନ୍ୟୁଜ ସେୟାର କଲେ ଆଲିଆ, ଘରକୁ ଆସିବେ କୁନି ଅତିଥି

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ । ସୋମବାର ଆଲିଆ ଭଟ୍ଟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ହସ୍ପିଟାଲ ବେଡରେ ଶୋଇଛନ୍ତି ।

୧୦.ବିବାଦ ଘେରରେ ହକି ତାରକା ବୀରେନ୍ଦ୍ର ଲାକ୍ରା, ଆସିଲା ବନ୍ଧୁ ହତ୍ୟା ଅଭିଯୋଗ

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ହତ୍ୟା ଅଭିଯୋଗ । ଗତ ଫେବ୍ରୁଆରୀରେ ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.