ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 25, 2022, 3:03 PM IST

୧.କଟକରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ୧୩ ପିତ୍ତଳ ମୂର୍ତ୍ତି

ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ବାହାରିଲା ଏକ ସାଳଗ୍ରାମ ସମେତ 13ଟି ପିତ୍ତଳ ମୂର୍ତ୍ତି ।

୨.ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ମିଳିଲା ୨୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗରୁ ୨୮ ଲକ୍ଷରୁ ଅଧିକ ଟଙ୍କା ଜବତ । ପୁରୀରୁ ବିଶାଖାପାଟଣା ଯାଉଥିଲେ ସେହି ଯାତ୍ରୀ ।

୩.ଗ୍ରାମବାସୀଙ୍କ ପୋଖରୀକୁ ହଡପ ! ମୁହଁ ଖୋଲୁନି ପ୍ରଶାସନ

ଅନୁଗୋଳ ସାହାଡ଼ାଗୋଡ଼ା ଗାଁ ପୋଖରୀକୁ ଜଣେ ଅଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି ନିଜ ଅକ୍ତିଆରକୁ ନେଇ ଖନନ କରୁଥିବାରୁ ଅଭିଯୋଗ କରିଛନ୍ତି ଗାଁ ଲୋକେ ।

୪.ମାଟିତଳୁ ମିଳିଲା ଦନ୍ତାର କଙ୍କାଳ, 4 ଗିରଫ

ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡା ରେଞ୍ଜରୁ ମିଲିଲା ଦନ୍ତା ହାତୀର କଙ୍କାଳ । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ।

୫.ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ଫଳ

ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

୬.ସିନ୍ଧେଙ୍କ ଅଭିଯୋଗ, ୧୬ ବିଧାୟକଙ୍କ ସୁରକ୍ଷା ହଟାଇ ନେଇଛନ୍ତି ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର ସରକାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବାସଭବନରୁ ସୁରକ୍ଷା ହଟାଇ ଦେଇଥିବାର ଅଭିଯୋଗ ଆଣିଲେ ସିନ୍ଧେ ।

୭.47th Anniversary of Emergency: ରାତାରାତି ସ୍ବାଧୀନତାରେ ଲାଗିଥିଲା ଅଙ୍କୁଶ

1975 ମସିହାର ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।

୮.ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ ଶିବସେନା କର୍ମୀ

ପୁଣେରେ ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ କାର୍ଯ୍ୟାଳୟରେ ଶିବସେନା କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।

୯.Presidential Polls: NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ମାୟାବତୀ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲେ ବହୁଜନ ସମାଜବାଦୀ ପାର୍ଟି(BSP) ମୁଖ୍ୟ ମାୟାବତୀ ।

୧୦.ପ୍ରବାସୀ ଭାରତୀୟଙ୍କୁ ପ୍ରଧାନ ବିଚାରପତିଙ୍କ ସମ୍ବୋଧନ, କହିଲେ ଏକତା ହିଁ ଭାରତର ବିଜୟ ମନ୍ତ୍ର

ଦକ୍ଷିଣ ଆମେରିକୀୟ ଗସ୍ତରେ ରହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସେଠାରେ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.