ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3 ପିଏମ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 24, 2022, 3:01 PM IST

1.ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା, ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।

2.Presidential Election 2022: ନାମାଙ୍କନ ଭରିଲେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ଭରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର କ୍ୟାବିନେଟର ବହୁ ମନ୍ତ୍ରୀ ଉପସ୍ଥିତିରେ ସଂସଦ ଭବନରେ ନାମାଙ୍କନ ଭରିଛନ୍ତି ଦ୍ରୌପଦୀ ।

3.ଆଦିବାସୀଙ୍କ ପାଇଁ ଦ୍ରୌପଦୀ ମୁର୍ମୁ କରିଥିବା କାମର ହିସାବ ସାର୍ବଜନୀନ କରନ୍ତୁ: ଯଶୱନ୍ତଙ୍କ ସିହ୍ନା

ବିରୋଧିମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନା । ବିପକ୍ଷରେ ରହିଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତେବେ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ଏନଡିଏ ପ୍ରାର୍ଥୀ କରିବା ନିଷ୍ପତ୍ତିକୁ କିପରି ସେ ଦେଖୁଛନ୍ତି ଏବଂ ଦଳର ନିର୍ବାଚନ ରଣନୀତି କ'ଣ ରହିଛି ? ସେନେଇ ଏକ ସାକ୍ଷାତକାରରେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ସିହ୍ନା ।

4.ନୂଆପଡାରେ ଚାଞ୍ଚଲ୍ୟ, ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା

ନୂଆପଡା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟ ପଡାରେ ଅଭାବନୀୟ ଘଟଣା । ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା ।

5.Vigilance Raid: ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ରେଡ୍‌

ଭିଜିଲାନ୍ସ(Vigilance) ସ୍କାନରରେ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡ(Anti Smuggling Guard) । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନାର୍ଦ୍ଦନ ପଲାଇଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ ।

6.ଶରଦ ପାଓ୍ବାରଙ୍କୁ ଧମକ ଦେଉଛନ୍ତି BJP କେନ୍ଦ୍ରମନ୍ତ୍ରୀ: ସଞ୍ଜୟ ରାଉତ

ବିଜେପିର ଜଣେ କେନ୍ଦ୍ରୀ ମନ୍ତ୍ରୀ NCP ମୁଖ୍ୟ ଶରଦ ପାୱାରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଲେ ଶିବସେନା ସେନା ସଞ୍ଜୟ ରାଉତ ।

7.2002 Gujarat riots: ଗୁଜୁରାଟ ଦଙ୍ଗାରେ ମୋଦିଙ୍କୁ କ୍ଳିନଚିଟ୍‌ ମାମଲା, ଜାଫ୍ରିଙ୍କ ପିଟିସନ୍‌ ଖାରଜ

2002 ମସିହାରେ ହୋଇଥିବା ଗୁଜୁରାଟ ଦଙ୍ଗା ମାମଲାରେ ଜାକିଆ ଜ୍ରାଫିଙ୍କ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

8.ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସ

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ । ଏପରି କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

9.ରଶ୍ମିରେଖା ମୃତ୍ୟୁ ମାମଲା, ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କୁ ଜେରା

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ନୟାପଲ୍ଲୀ ଥାନାରେ ହାଜର ହେଲେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ।

10.ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକ

ଏକନାଥ ସିନ୍ଧେଙ୍କୁ ଗୃହରେ ବିଧାୟକ ଦଳ ନେତା ଘୋଷଣା କରି ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକ ଦଳର ନେତା ଏକନାଥ ସିନ୍ଧେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.