ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jun 18, 2022, 3:04 PM IST

1.Ratha Yatra 2022: ଭକ୍ତଙ୍କ ଗହଣରେ ହେବ ଏଥର ରଥଯାତ୍ରା

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ରଥ ସମନ୍ବୟ ବୈଠକରେ ବଡ ନିଷ୍ପତ୍ତି । ଯାତ୍ରା ସୁରୁଖୁରୁରେ ହେବାନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

2.Agnipath Protest: ଦୀର୍ଘ ସମୟ ଧରି ଅଟକିଲା ଟ୍ରେନ, ବିଶାଖାପାଟଣାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆ ସେନା ନିଯୁକ୍ତି ଯୋଜନା ଅଗ୍ନିପଥ ପ୍ରତିବାଦ ସମୟରେ ଓଡିଶାର ଜଣେ ବୃଦ୍ଧଙ୍କ ମୃତ୍ୟୁ ।

3.operation rahul: NDRF କମାଣ୍ଡାଣ୍ଟ କହିଲେ କେତେ ଆହ୍ବାନପୂର୍ଣ୍ଣ ଥିଲା ଅପରେସନ ରାହୁଲ

କଟକ: ଛତିଶଗଡ଼ରେ 80 ଫୁଟ ଗଭୀର ବୋରୱେଲରେ ଫସିରହିଥିବା ରାହୁଲକୁ ନୂଆ ଜୀବନ ଦେବାରେ ଏନଡିଆରଏଫ ଟିମର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ 108 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ରାହୁଲକୁ ଉଦ୍ଧାର କରାଯାଇଥିଲା । ଏହି ଅପରେସନ ସମୟରେ NDRF ଟିମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା ।

4.Agnipath Protest: ଦେଶବ୍ୟାପୀ ତେଜୁଛି ଅଗ୍ନିପଥ ନିଆଁ, VVIPଙ୍କ ସମର୍ଥନ

କିଷାନଙ୍କ ପରେ ତେଜୁଛି ଆଶାୟୀ ଯବାନଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ ବା ଅଗ୍ନିବୀରକୁ ନେଇ ଦେଶବ୍ୟାପୀ ବ୍ଯାପକ ଭଙ୍ଗା ରୁଜା, ପୋଡା ଜଳା ।

5.ଜେଲରେ ପୁଅ, ଡ୍ରଗ୍ସ ଯୋଗାଇ ମାଆ ଗିରଫ

ଜେଲରେ ଥାଇ ପୁଅକୁ ଡ୍ରଗ୍ସ ପଠାଉଥିବା ଅଭିଯୋଗରେ ଗିରଫ ହେଲେ ମାଆ । କୋନାନାକୁଣ୍ଟେ ପୋଲିସ ମହିଳାଙ୍କୁ ଗିରଫ କରି ପରପ୍ପନା ଆଗ୍ରାହାର ଜେଲରେ ରଖିଛି।

6.ହାଇକୋର୍ଟ ଭିତରେ ଅବସରପ୍ରାପ୍ତ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

ମାମଲା ହାରିଯିବାରୁ ହାଇକୋର୍ଟ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ ଅବସରପ୍ରାପ୍ତ ଯବାନ ।

7.କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ, ଶହୀଦ ବାସୁ-ବିଶୁନିଙ୍କୁ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

କନିକା ପ୍ରଜା ଆନ୍ଦୋଳନକୁ ୧୦୦ ବର୍ଷ । ଶହୀଦ ବାସୁ-ବିଶୁନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।

8.ମାଆଙ୍କ ପାଇଁ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଆଙ୍କ ଜନ୍ମଦିନ । ଏହି ଅବସରରେ ନିଜ ପିଲାଦିନ ସ୍ମୃତି ମନେ ପକାଇ ମାଆଙ୍କ ପାଇଁ ଭାବପୂର୍ଣ୍ଣ ବ୍ଲଗ୍ ଲେଖିଲେ ମୋଦି ।

9.କାବୁଲ ଗୁରୁଦ୍ବାରରେ ଆତଙ୍କବାଦୀ ଆକ୍ରମଣ

ଆଫଗାନିସ୍ତାନର କାବୁଲ ସ୍ଥିତ ଏକ ଗୁରୁଦ୍ବାର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ । ଗୁରୁଦ୍ବାରର ସାହେବ କମ୍ପ୍ଲେକ୍ସରେ ଆତଙ୍କବାଦୀଙ୍କ ଦ୍ବାରା ଅନେକ ବିସ୍ଫୋରଣ କରାଯାଇଛି ।

10.National Karate Championship 2022: ଓଡ଼ିଶାକୁ 3 ସ୍ବର୍ଣ୍ଣ

ମହାରାଷ୍ଟ୍ରର ପୁଣେ ଚାଲିଥିବା ଜାତୀୟ କରାଟେ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ । ପ୍ରଥମ ଦିନରେ 8ଟି ମେଡାଲ ହାତେଇବାରେ ଓଡ଼ିଶା ସଫଳ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.