1.Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?
ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛି କାନାଡା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ଙ୍କ ନାଁ । ଏହି ହତ୍ୟାକାଣ୍ଡ ଲାଗି ସେ ନିଜକୁ ଦାୟୀ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ ।
2.ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ, ଖଣ୍ଡଗିରି ଥାନାରେ ଅଭିଯୋଗ
ଖଣ୍ଡଗିରିରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ ।
3.Nepal Tara Air plane Crash: ସମସ୍ତ ୨୨ ଯାତ୍ରୀ ମୃତ ! 16 ମୃତଦେହ ଉଦ୍ଧାର
ତାରା ଏୟାରଲାଇନ୍ସର 9N-AET ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଯାତ୍ରୀ ମୃତ !
4.PM CARES For Children Scheme: ଅସହାୟ ପିଲାଙ୍କୁ ମିଳିଲା ବୃତ୍ତି, ପ୍ରତି ମାସରେ ମିଳିବ 4000
ଆଜି (ସୋମବାର) ପିଏମ କେୟାର୍ସ ଯୋଜନାରେ ( PM CARES for Children Scheme) ଲାଭାଶଂ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।
5.HDFC Bankର ବଡ ଧରଣର ଭୁଲ, ୧୦୦ ଉପଭୋକ୍ତାଙ୍କ ଆକାଉଣ୍ଟରେ ଜମା କଲା ୧୩ କୋଟି
କିଛି ସମୟ ପାଇଁ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି କିଛି HDFC ବ୍ୟାଙ୍କ ଉପଭୋକ୍ତା । କାରଣ ସେମାନଙ୍କ ଆକାଉଣ୍ଟରେ ଜମା ହୋଇଛି ୧୩ କୋଟି ଟଙ୍କା । କିପରି ଏହା ଘଟିଲା ଜାଣନ୍ତୁ
6.ସ୍ବାମୀ ମୁକ୍ତାନନ୍ଦ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି, ଝୁରୁଛନ୍ତି ସହକର୍ମୀ
ସ୍ବାମୀ ମୁକ୍ତାନନ୍ଦ ମହାରାଜଙ୍କ ସ୍ମୃତିରେ ପତଞ୍ଜଳୀ ବିଶ୍ବବିଦ୍ୟାଳୟରେ ଏକ ସଭା ଆୟୋଜିତ ହୋଇଛି । ସଭାରେ ସ୍ବାମୀ ମୁକ୍ତାନନ୍ଦ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସନାତନ ସଂସ୍କୃତି ସହ ଯୋଡି ହୋଇଥିବା ଦେଶର ସନ୍ଥଗଣ ସ୍ବାମୀ ମୁକ୍ତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
7.ବ୍ରଜରାଜନଗର ଉପନିର୍ବାଚନ: ମଙ୍ଗଳବାର ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି
ଆସନ୍ତାକାଲି (ମଙ୍ଗଳବାର) ବ୍ରଜରାଜନଗର ବିଧାନସଭା ଆସନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ସାମଲ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
8.ଆଜି ସାବିତ୍ରୀ ବ୍ରତ, ସାବିତ୍ରୀ ମନ୍ଦିରରେ ମହିଳାଙ୍କ ଭିଡ
ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ଦିନଟି ପ୍ରତିଟି ସଧବାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାମୀଙ୍କ ମଙ୍ଗଳମନାସୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବିବାହିତ ମହିଳା । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ନେଇ ମନ୍ଦିରରେ ପୂଜା ପାଇଁ ଧାଡି ଲଗାଇଛନ୍ତି ସଧବା ନାରୀ ।
9.ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର, ଖର୍ଚ୍ଚ ହେବ 3000 କୋଟି
ବିଶ୍ବସ୍ତରୀୟ ହେବ ପାରାଦ୍ବୀପ ବନ୍ଦର । ବନ୍ଦର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ବିନିଯୋଗ ହେବ 3,004.63 କୋଟି ଟଙ୍କା ।
10.ଭାଇ ହେଲା ଭଗାରୀ: ସମ୍ପତ୍ତି ପାଇଁ କଲା ମରଣାନ୍ତକ ଆକ୍ରମଣ
ଜମି ବାଡି ବିବାଦରୁ ସାନ ଭାଇ ଓ ଭାଇ ବୋହୂକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।