ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 28, 2022, 3:13 PM IST

1.ଜୁନ 2ରୁ ଯୁକ୍ତଦୁଇ ମୂଲ୍ୟାୟନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା

ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ 2ରୁ ଜୁନ 12 ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ 13 ରୁ ଜୁନ 22 ଭିତରେ ଖାତା ଦେଖା ଶେଷ ହେବ ।

2.Tesla plant: ଭାରତ ଆସିପାରିଲାନି ଟେସଲା, ବଡ଼ ନିଷ୍ପତ୍ତି ନେଲେ Elon

ଭାରତବାସୀ ଟେସଲା ଇଲେକ୍ଟ୍ରିକ କାରର ଅନେକ ସମୟ ଧରି ଅପେକ୍ଷା କରିଛନ୍ତି । ତେବେ ଏହି କାର ହୁଏତ ଭାରତକୁ ଆସିନପାରେ କିମ୍ବା ବିଳମ୍ବରେ ଆସିପାରେ । କାରଣ କମ୍ପାନୀର ସିଇଓ ତଥା ସଫଳ ଉଦ୍ୟୋଗୀ ଏଲନ ମସ୍କ ଏବେ ଭାରତରେ ଏହାର ପ୍ଲାଣ୍ଟ ସ୍ଥାପନକୁ ଅଗ୍ରାହ୍ୟ କରିଛନ୍ତି ।

3.PM Modi Visits Gujarat: ରାଜକୋଟରେ ଆଧୁନିକ ହସ୍ପିଟାଲ ଉଦଘାଟନ କଲେ ମୋଦି

ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତରେ ଥିବା ବେଳେ ରାଜକୋଟରେ ଆଧୁନିକ ହସ୍ପିଟାଲ ମାଟୁଶ୍ରୀ କେଡିପିର ଉଦଘାଟନ କରିଛନ୍ତି । ଏହାସହ ଏକ ଜନସଭାରେ ଯୋଗ ଦେଇ କହିଛନ୍ତି ଯେ ସରକାର ବାପୁଙ୍କ ସ୍ବପ୍ନର ଦେଶକୁ ନିର୍ମାଣ କରୁଛି ଓ ଏବଂ ସମସ୍ତଙ୍କୁ ସେମାନଙ୍କ ଅଧିକାର ମିଳୁଛି ।

4.Odisha Corona: ଦିନକରେ ୧୨ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.କେନ୍ଦୁଝର ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ବାଜିମାତ

୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ଶାସକ ଦଳ ବାଜିମାତ କରିଛି । ବିଜେଡି ପ୍ରାର୍ଥୀ ରଣଜିତ ନାଏକ ୧୩୧୧୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

6.ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ !

ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

7.ଟ୍ରାକ୍ଟର ଚଲାଇ ବିବାହ ମଣ୍ଡପକୁ ଜବରଦସ୍ତ ଏଣ୍ଟ୍ରି କଲେ କନ୍ୟା

ଭୋପାଳ: ବିବାହ ମଣ୍ଡପକୁ କନ୍ୟାଙ୍କ ଜବରଦସ୍ତ ଏଣ୍ଟ୍ରି । ଟ୍ରାକ୍ଟର ଚଲାଇ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । କନ୍ୟା ବେଶରେ ସଜେଇ ହୋଇ ଚଷମା ଲଗାଇ ଏକ ଟ୍ରାକ୍ଟରରେ ମଣ୍ଡପରେ ପହଞ୍ଚିଥିଲେ କନ୍ୟା ।

8.Chardham Yatra: ଆସିଛନ୍ତି ୧୧ ଲକ୍ଷ ୧୫ ହଜାର ଶ୍ରଦ୍ଧାଳୁ, ଗଲାଣି 91 ଜୀବନ

ଚାରିଧାମ ଯାତ୍ରାରେ ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୧୫ ହଜାର ତୀର୍ଥଯାତ୍ରୀ ଆସିଛନ୍ତି । କେଦାରନାଥ ଧାମକୁ 3,67,274 ତୀର୍ଥଯାତ୍ରୀ ଚଳିତ ଥର ଆସିଛନ୍ତି । ଆଉ ବର୍ତ୍ତମାନ ସୁଦ୍ଧା ଯାଇଛି 91ଜଣଙ୍କ ଜୀବନ ।

9.Hate Slogan: ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ଆଉ ୧୮ଜଣ ଗିରଫ

ରାଲିରେ ଉତ୍ତେଜନପୂର୍ଣ୍ଣ ସ୍ଲୋଗାନକୁ ଗମ୍ଭୀରତାର ସହ ନେଇଛନ୍ତି କେରଳ ହାଇକୋର୍ଟ । କେରଳ ପୋଲିସ ଶୁକ୍ରବାର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର(PFI) ରାଲିରେ Hate slogan ମାମଲାରେ ଆଉ ୧୮ ଜଣଙ୍କୁ ଗିରଫ କରିଛି ।

10.ବୁଢୀ କହିବାରୁ ଚିହିକି ଉଠିଲେ ବେବୋ

କରୀନା କପୁର, ଅମୃତା ଆରୋରା ଏବଂ ମଲାଇକା ଆରୋରା ନିକଟରେ କରଣ ଜୋହରଙ୍କ ପାର୍ଟିରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ କ୍ଲିକ୍ କରି ଅନେକ ଫଟୋ ସେୟାର କରିଥିଲେ । ଏହି ଫଟୋଗୁଡ଼ିକ ଉପରେ, ଜଣେ ସୋସିଆଲ୍ ମିଡିଆ ୟୁଜର ଲେଖିଛନ୍ତି - 3 ବୁଢୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.