ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ଭାରତ ନ୍ୟୁଜ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 8, 2022, 2:59 PM IST

1. Cyclone Update: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ଅସାନି

ସୃଷ୍ଟି ହେଲା ବାତ୍ୟା ଅସାନି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ।

2. ମନ୍ତ୍ରୀଙ୍କ ପରେ ସଚିବଙ୍କ ପାଳି, 3 ବର୍ଷର ରିପୋର୍ଟ ମାଗିଲେ ସରକାର

ମନ୍ତ୍ରୀ ମାନଙ୍କ ପରେ ଏବେ ସଚିବଙ୍କ ପାଳି । ସରକାରଙ୍କୁ ରିପୋର୍ଟ କାର୍ଡ ଦେବେ ବିଭାଗ । ନବୀନ ସରକାରଙ୍କର ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁ ନିଷ୍ପତି ହୋଇଥିଲା, ତାହାର କାର୍ଯ୍ୟକାରୀ ଦିଗରେ ବିଭାଗ ନେଇଥିବା ପଦକ୍ଷେପର ସମୀକ୍ଷା ହେବ ।

3. Cyclone Asani: କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ।

4. ରଥଖଳା ହାଲଚାଲ: ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ଚକରେ ଲାଗିବାକୁ ଥିବା ତୁମ୍ବ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

5. Brajarajanagar Bypoll: ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା । ରାଧାରାଣୀ ପଣ୍ଡା ହେଲେ ବିଜେପି ପ୍ରାର୍ଥୀ ।

6. ରସୁଲଗଡ Esplanade ମଲ୍‌ରେ ରାଜ୍ୟ ଅଗ୍ନିଶମ ଟିମର ତନାଘନା

ସପିଂ ମଲ୍‌ରେ ଅଗ୍ନିଶମ ବିଭାଗର ତନାଘନା । ରାଜଧାନୀର ବିଭିନ୍ନ ମଲ୍‌ରେ ଚାଲିଛି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ।

7.ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଦାମଙ୍କ ସମାଲୋଚନା

ଗ୍ୟାସ ସିଲିଣ୍ଡର ଦର ପ୍ରାୟ 50 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

8. ଦିଲ୍ଲୀ ଗସ୍ତରେ ଓଡିଶା କଂଗ୍ରେସ ନେତା

ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଅଭିମୁଖେ ବାହାରିଲେ ଓଡିଶାର କଂଗ୍ରେସ ନେତା ।

9. ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥଙ୍କ ଧାମ, ଭକ୍ତ ବିଭୋର

ସକାଳ ୬ଟା ୧୫ରେ ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥଙ୍କ ଧାମ । ଆସନ୍ତା ଛଅମାସ ପର୍ଯ୍ୟନ୍ତ ବଦ୍ରିନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ ।

10. IPL 2022: ଆଜି ହାଇଦ୍ରାବାଦ-ବାଙ୍ଗାଲୋର, ଦିଲ୍ଲୀ-ଚେନ୍ନାଇ ଟକ୍କର

ଆଇପିଏଲରେ ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଜର୍ସ ବାଙ୍ଗାଲୋରକୁ (RCB) ଭେଟିବ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.