ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 1, 2022, 3:04 PM IST

1-ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ମୁମ୍ବାଇ NIAକୁ ଆସିଲା ମେଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ହତ୍ୟା ଧମକ ନେଇ ମୁ୍ମ୍ବାଇ NIAକୁ ଏକ ମେଲ ଆସିଛି । ୨୦ ଜଣ ସ୍ଲିପର ସେଲ ପ୍ରଧାନମନ୍ତ୍ରୀଙ୍କୁ ୨୦ କେଜି ଆରଡିଏକ୍ସରେ ଉଡାଇ ଦେବାକୁ ମେଲରେ ଧମକ ମିଳିଛି

2-BJP ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।

3-Utkal Divas: ରାଜଭବନ କାନ୍ଥରେ ସ୍ଥାନ ପାଇଲା କୋଣାର୍କ ଚକ୍ର

ପବିତ୍ର ଉତ୍କଳ ଦିବସରେ ରାଜଭବନରେ ଉଦଘାଟିତ ହେଲା ଅପୂର୍ବ କାରୁକାର୍ଯ୍ୟରେ ନିର୍ମିତ କୋଣାର୍କ ଚକ୍ର ।

4-Manas Murder Mystery: କ୍ରାଇମ ସିନ ରିକ୍ରିଏସନ ପାଇଁ ଭଦ୍ରକରେ କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା । କ୍ରାଇମ ରିକ୍ରିଏସନ ପାଇଁ ଭଦ୍ରକରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ ।

5-ଲାଞ୍ଚ ନେଇ ଧରାପଡିଲେ ସେକ୍ସନ ଅଧିକାରୀ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ବାବୁ ଜଣଙ୍କ ।

6-ତାତିରୁ ନାହିଁ ତ୍ରାହି, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତାତିରୁ ନାହିଁ ତ୍ରାହି । ହିଟ ୱେଭ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୩ ରୁ ୫ ଡିଗ୍ରୀ ବଢିବ ପାରଦ ।

7-ACID ATTACK: ଭଲ ଚିକେନ ନ ଦେବାରୁ ଦୋକାନୀଙ୍କୁ ଏସିଡ଼ ମାଡ଼, ୧୦ ଗୁରୁତର

ଦୋକାନୀ ଦେଲେନି ଭଲ ଚିକେନ । ଏସିଡ ମାଡ଼ କଲେ ଗ୍ରାହକ । ଏଭଳି ହିଂସାକାଣ୍ଡ ହାଇଦ୍ରାବାଦ ନିକଟସ୍ଥ ଭେମୁଲାୱାଦା ମ୍ୟୁନସିପାଲଟି ଅଞ୍ଚଳରେ ଘଟିଛି । ଘଟଣାରେ ଅନେକ ହୋଇଛନ୍ତି ଆହତ ।

8-State Food Security Scheme: ରାଜ୍ୟରେ ଆଉ ୬ ମାସ ମିଳିବ ମାଗଣା ଚାଉଳ

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ 6 ମାସ ଯାଏଁ ମିଳିବ ମାଗଣା ଚାଉଳ ।

9-ସରିଲା East Zone Senior Badminton Championship, ପୁରୁଷ ଡବଲ୍‌ସରେ କମାଲ କଲେ ଓଡିଶା ଯୋଡି

ଝାଡଖଣ୍ଡ ଡୁମକାରେ ତିନି ଦିନ ଧରି ଚାଲିଥିବା ଇଷ୍ଟ ଜୋନ ସିନିୟର ବ୍ୟାଡମିଣ୍ଟନ ଚାମ୍ପିଅନସିପ ଶେଷ ହୋଇଛି । ପୁରୁଷ ସିଙ୍ଗଲରେ ଉତ୍ତରପ୍ରଦେଶର ରାଜେଶ ଯାଦବ ଓ ମହିଳା ସିଙ୍ଗଲରେ ୟୁପିର ତନିଷା ସିଂହ ବାଜି ମାରି ନେଇଛନ୍ତି । ପୁରୁଷ ଡବଲ୍‌ସରେ ଓଡିଶାର ଅବିନାଶ ମହାନ୍ତି ଏବଂ ଆୟୁଷ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି ।

10-ଟାଟୁରେ ୱିଲ୍‌ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ

ଟାଟୁରେ ୱିଲ ସ୍ମିଥଙ୍କ ଚାପୁଡା କାଣ୍ଡକୁ ରିକ୍ରିଏଟ୍‌ କରିଛନ୍ତି ଜଣେ ଟାଟୁ କଳାକାର। ନ୍ୟୁ ଜର୍ସିର ଓସ୍କାର ଆଗିଲାର ନାମକ ଜଣେ ଟାଟୁ କଳାକାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ସେୟାର କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.