ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 30, 2022, 3:11 PM IST

1-Budget Session: ବିଧାନସଭାରେ ଦିବ୍ୟଶଙ୍କରଙ୍କୁ ବିରୋଧ, ଗୃହ ଛାଡିଲେ କଂଗ୍ରେସ ବିଧାୟକ

ବିଧାନସଭାରେ ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବିରୋଧ । ମନ୍ତ୍ରୀଙ୍କୁ ବିରୋଧ କରି କଂଗ୍ରେସ ସଦସ୍ୟ ଗୃହତ୍ୟାଗ କରିଛନ୍ତି । ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ ବିଧାୟକ ।

2-Assembly Budget Session: ଅଚଳ ୭୯ ଶୀତଳଭଣ୍ଡାର, କୃଷିମନ୍ତ୍ରୀ କହିଲେ ତଥ୍ୟ ନାହିଁ

ଆଜି ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ଗୃହର ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ଶୀତଳ ଭଣ୍ଡାର ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

3-Budget Session: ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବିଜେପିର ବିରୋଧ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଗୃହରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ପ୍ରସ୍ତାବ ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କଲା ବିଜେପି । ମନ୍ତ୍ରୀଙ୍କ ଉତ୍ତର ପରେ ଗୃହକାର୍ଯ୍ୟ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି ।

4-Budget Session: ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟିରୁ ଅଧିକ ଉପକୃତ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟିରୁ ଅଧିକ ଉପକୃତ । ବିଧାନସଭାରେ ତଥ୍ୟ ରଖିଲେ ଯୋଗାଣ ମନ୍ତ୍ରୀ ।

5-Ludhiana Court Bomb Blast Case: ମୁଖ୍ୟ ଅଭିଯୁକ୍ତ ଘରେ ରେଡ୍‌

ଲୁଧିଆନା ବମ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁ୍କ୍ତ ଗଗନଦୀପ ସିଂହ ଘରେ ରେଡ । ଗୁରୁ ତେଗ ବାହାଦୂର ନଗର ସ୍ଥିତ ପୁରୁଣା ଘରେ ଚଢାଉ ହୋଇଛି ।

6-ବନ୍ଦ ଘରୁ ମିଳିଲା 4 ଜଣଙ୍କ ମୃତଦେହ, ପରିବାରର ମୁଖିଆ ନିଖୋଜ

ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଅହମଦାବାଦର ବିରାଟନଗରରେ।

7-ଭାରତ ଗସ୍ତରେ ମେକ୍ସିକୋ ବୈଦେଶିକ ମନ୍ତ୍ରୀ

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମେକ୍ସିକୋ ବୈଦେଶିକ ମନ୍ତ୍ରୀ । ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ଏବଂ ବିଶେଷ ଭାଗିଦାରୀକୁ ଆହୁରି ମଜବୁତ କରିବ କହିଲା ମନ୍ତ୍ରଣାଳୟ ।

8-ଦୁଇବର୍ଷ ହେଲା କାର ଭିତରେ ରହୁଥିଲେ ମହିଳା, ଗଣିବେ ଜୋରିମାନା

ଦୀର୍ଘ ୨ବର୍ଷ ହେଲା ଗୋଟିଏ କାର ଭିତରେ ରହୁଛନ୍ତି ମହିଳା । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏସଆର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ମଦୁରା ନଗରରେ ।

9-ବ୍ରିଟିଶରୁ ବିବେକଙ୍କୁ ନିମନ୍ତ୍ରଣ, ସଂସଦରେ ବଖାଣିବେ କଶ୍ମୀର ପଣ୍ଡିତଙ୍କ ଦୁଃଖ କାହାଣୀ

ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ତାଙ୍କ ପତ୍ନୀ ପଲ୍ଲଭି ଯୋଶୀଙ୍କୁ ବ୍ରିଟିଶ ସଂସଦରୁ ନିମନ୍ତ୍ରଣ ମିଳିଛି । ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ର ବିଷୟରେ ବ୍ରିଟିଶ ସଂସଦରେ କହିବେ ।

10-Khatra Dangerous Trailer: ଆଡଲ୍ଟ ଫିଲ୍ମରେ ରୋମାନ୍ସ କରିବେ ଅପସରା ରାଣୀ

ପୁଣି ବଡ଼ ପରଦାରେ କମାଲ୍‌ ଦେଖାଇବେ ଅପସରା ରାଣୀ । ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous)ରେ ଦେଖିବାକୁ ମିଳିବ ଓଡିଆ ଝିଅ ଅପସରା ରାଣୀଙ୍କୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.