ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 20, 2022, 3:01 PM IST

1-କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରି, କେବେ ଗିରଫ ହେବେ ଶର୍ମିଷ୍ଠା ?

ଭଦ୍ରକରୁ ଅପହରଣ, ଭୁବନେଶ୍ବରରେ ହତ୍ୟା ଆଉ ନୟାଗଡ଼ରୁ ମୃତଦେହ ଜବତ । କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲି ପାରୁନି ଗୁମର। ମାନସ ମର୍ଡରର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କେବେ ଗିରଫ କରିବ ପୋଲିସ ? ପୋଲିସ ଜାଲରେ କେବେ ଧରା ପଡିବେ ଶର୍ମିଷ୍ଠା ଉଠିଛି ନାନା ପ୍ରଶ୍ନ ।

2-କେନ୍ଦୁଝରରେ ଅଘଟଣ, ଖେଳୁ ଖେଳୁ ପିଚୁ କଡେଇରେ ପଡିଗଲେ ୩ ଶିଶୁ

ବାମେବାରୀ ଥାନା କନକନା ଗାଁରେ ଅଘଟଣ । ଖେଳୁଥିବା ସମୟରେ ପିଚୁ କଡେଇରେ ପଡିଗଲେ ୩ ଶିଶୁ ।

3-ହଟିଲା ରବିବାର କଟକଣା, ସବୁଦିନ ଜଗା ଦର୍ଶନ

କୋହଳ ହୋଇଛି କୋଭିଡ କଟକଣା । ଆଜି(ରବିବାର) ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ଆଜି ଠାରୁ ପ୍ରତି ରବିବାରରେ ମିଳିବ ଜଗା ଦର୍ଶନ । ଏଣିକି ସପ୍ତାହର ସବୁଦିନ ପରି ରବିବାରରେ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ।

4-ଜୟପୁରରେ ପୌର ନିର୍ବାଚନୀ ହିଂସା, ଯୁବକଙ୍କୁ ଅପହରଣ କରି ଗୁଳି କଲେ ଦୁର୍ବୃତ୍ତ

ଜୟପୁରରେ ପୌର ନିର୍ବାଚନକୁ କେନ୍ଦ୍ର କରି ହିଂସା। କୋରାପୁଟ ଜିଲ୍ଲା ଜୟପୁର ଗୋପବନ୍ଧୁ ନଗରରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ରେ ଆହତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5-Cylone Asani: ଆଜି ଅବପାତର ରୂପ ନେବ ବାତ୍ୟା ଆସାନୀ

ଆସୁଛି ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଆସନ୍ତା 24 ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ ।

6-କର୍ଣ୍ଣାଟକ କୋଲାର କ୍ଲକ ଟାୱାରରେ ଉଡିଲା ତ୍ରିରଙ୍ଗା

କ୍ଲକ ଟାୱାରରେ ତ୍ରିରଙ୍ଗା ଉଡାଇବାର ଯେଉଁ ସ୍ବପ୍ନ ଥିଲା ତାହା ପୂରଣ ହୋଇଛି । ବିଜେପି ସାଂସଦ ମୁନିସ୍ବାମୀଙ୍କ ବିବୃତ୍ତି ସାମ୍ପ୍ରଦାୟିକ ସମ୍ବେଦନଶୀଳ ଅଞ୍ଚଳରେ ଦୁଇ ଦିନ ପୂର୍ବରୁ ବହୁ ବିବାଦ ସୃଷ୍ଟି କରିଥିଲା । ହେଲେ ବିବାଦ ଶାନ୍ତ ପଡିଛି । କ୍ଲକ ଟାୱାରରେ ତ୍ରିରଙ୍ଗା ଉଡିଛି ।

7-କିଏ ହେବ ଦେବଭୂମିର ମୁଖ୍ୟମନ୍ତ୍ରୀ ? ଅମିତ ଶାହାଙ୍କୁ ଭେଟିଲେ ଧାମି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ନେଇ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଆଜି ଅମିତ ଶାହାଙ୍କୁ ଭେଟିଛନ୍ତି ପୁଷ୍କର ସିଂ ଧାମି ।

8-Japan PM In India: କିଶିଦାଙ୍କୁ ଉପହାରରେ କୃଷ୍ଣ ପକ୍ଷୀ ଦେଲେ ମୋଦି

ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଏହି ଅବସରରେ ଫୁମିଓଙ୍କୁ 'କୃଷ୍ଣ ପକ୍ଷୀ' ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

9-Hijab verdict: ୩ ବିଚାରପତିଙ୍କୁ ୱାଇ ବର୍ଗ ସୁରକ୍ଷା

ହିଜାବ ରାୟ ଦେଇଥିବା ୩ ବିଚାରପତିଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା । ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କଲେ କର୍ଣ୍ଣାଟକ ସରକାର ।

10-Criticising Zelensky's outfit: କଡ଼ା ଜବାବ ଦେଲେ ଶାହିଦଙ୍କ ପତ୍ନୀ

ଚର୍ଚ୍ଚାରେ ବଲିଉଡ଼ ଅଭିନେତା ଶାହିଦ କପୁରଙ୍କ ପତ୍ନୀ ମୀରା କପୁର । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ବେଶଭୂଷାକୁ କଟାକ୍ଷ କରାଯାଇଥିବା ଟ୍ବିଟ ଉପରେ କଡ଼ା ଜବାବ ଦେଇଛନ୍ତି ମୀରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.