ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 19, 2022, 3:01 PM IST

1-ହୋଲିରେ ଅଘଟଣ, ଖର୍ଲା ନଦୀରେ ବୁଡି 2 ଶ୍ରମିକ ମୃତ

ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । କାମ ସାରି କୁଚିଣ୍ଡା ଉପଖଣ୍ଡ ଖର୍ଲା ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଶ୍ରମିକ । ଏହି ଶ୍ରମିକ ୨ ଜଣ ବାହାର ରାଜ୍ୟର ବୋଲି ଜଣାପଡ଼ିଛି ।

2-Holi 2022: ବିଶୃଙ୍ଖଳା ଉପରେ ନଜର ରଖିଛି କମିଶନରେଟ ପୋଲିସ

ହୋଲି ପର୍ବ ଅବସରରେ ଉତ୍ସବମୁଖର ହୋଇଉଠିଛି କଟକ ସହର। ସାମୁହିକ ହୋଲି ପାଳକୁ ଅନୁମତି ମିଳିଥିବା ସତ୍ତ୍ବେ କଟକଣା ମଧ୍ୟରେ ହୋଲି ଖେଳୁଛନ୍ତି କଟକବାସୀ। ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

3-ହୋଲି ପାଇଁ ଜଗିଛି ପୋଲିସ, ଫୋକସରେ ଛକ-ଜଳାଶୟ

ହୋଲି ପାଳୁଛି ରାଜଧାନୀ । ବିଭିନ୍ନ ଛକ ଓ ଜଳାଶୟଗୁଡିକ ଉପରେ ନଜର ରଖିଛି ପୋଲିସ ।

4-Bhagwant Mann Cabinet expands: ଶପଥ ଗ୍ରହଣ କଲେ ମନ୍ତ୍ରୀ

ଆଜି ଦିନ ୧୧ଟା ସମୟରେ ଚଣ୍ଡିଗଡ ସ୍ଥିତ ରାଜଭବନରେ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂହ ମାନଙ୍କ ମନ୍ତ୍ରୀମଣ୍ଡଳ । ରାଜ୍ୟପାଳ ବନଓ୍ବାରିଲାଲ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି ।

5-ଗୋରଖପୁରରେ ଶୋଭାଯାତ୍ରାରେ ହୋଲି ଖେଳିଲେ ଯୋଗୀ ଆଦିତ୍ୟନାଥ

ହୋଲିର ଶୁଭ ଅବସରରେ ଉତ୍ତର ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ହୋଲି ପାଳିଛନ୍ତି । ସହରର ଘଣ୍ଟା ଟାୱାରରୁ ପ୍ରଭୁ ନରସିଂହ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ଖେଳିଛନ୍ତି ହୋଲି ।

6-ପାରୋଲରେ ଆସି ତିହାର ଜେଲରୁ ୨୪୦୦ କଏଦୀ ଗାଏବ

କୋରୋନାର ପ୍ରଥମ ଲହରରେ ତିହାର ଜେଲରୁ ମୁକ୍ତ ହୋଇଥିବା 6 ହଜାର କଏଦୀଙ୍କ ମଧ୍ୟରୁ 2400 ଜଣଙ୍କ ପତ୍ତା ମିଳୁନି । ନିଖୋଜ କଏଦୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପ୍ରୟାସ ଜାରି ।

7-ପାଠ୍ୟକ୍ରମରେ ସାମିଲ ହେବ ଭଗବତ ଗୀତା ! ସଙ୍କେତ ଦେଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ
କର୍ଣ୍ଣାଟକରେ ପାଠ୍ୟକ୍ରମରେ ସାମିଲ ହୋଇପାରେ ଭାଗବତ ଗୀତା । ଏହାକୁ ଅନେକ ରାଜନେତା ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

8-Ukraine Crisis: ଫୋନରେ କଥା ହେଲେ ବାଇଡେନ-ଜିନପିଙ୍ଗ

ୟୁକ୍ରେନ-ଋଷିଆ ଯୁଦ୍ଧ ନେଇ ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ସି ଜିନପିଙ୍ଗ । ଯୁଦ୍ଧ ଦ୍ବାରା କାହାର ହିତସାଧନ ହେବନାହିଁ କହିଲେ ଚୀନ ରାଷ୍ଟ୍ରପତି ।

9-Bachchhan Paandeyର ବକ୍ସ ଅଫିସ କଲେକ୍ସନ: ପ୍ରଥମ ଦିନରେ କମାଇଲା ଏତିକି କୋଟି

ଅକ୍ଷୟ କୁମାର ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ବଚ୍ଚନ ପାଣ୍ଡେ ହୋଲିରେ ଫୁଲ ଦମ୍‌ର ସହିତ ମୁକ୍ତିଲାଭ କରିଥିଲା ​​। ପ୍ରଥମ ଦିନ ବକ୍ସ ଅଫିସରେ 10 କୋଟି ଟଙ୍କା କଲେକ୍ସନ କରିଛି ବଚ୍ଚନ ପାଣ୍ଡେ । ହୋଲିରେ ପ୍ରଥମ ଦିନରେ ଫିଲ୍ମଟି ବହୁତ ଭଲ ଆରମ୍ଭ କରିଛି ।

10-ICC Women's World Cup: ଅଷ୍ଟ୍ରେଲିଆକୁ ୨୭୮ ରନର ଟାର୍ଗେଟ ଦେଲା ଭାରତ

ମହିଳା ବିଶ୍ବକପ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ଲଢେଇ ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆକୁ ୨୭୮ ରନର ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.