1. ପାର୍ବଣ ଋତୁରେ ବଢିପାରେ ସଂକ୍ରମଣ, ସତର୍କ ରୁହନ୍ତୁ: DMET
ପାର୍ବଣ ସମୟରେ ସଂକ୍ରମଣ ଅଧିକ ବଢିପାରେ । ଏଣୁ ଭିଡ଼କୁ ନ ଯିବାକୁ ରାଜ୍ୟବାସୀଙ୍କୁ ସତର୍କ କଲେ ଡିଏମଇଟି ।
2. ରାଜ୍ୟରେ ଡିସେମ୍ବର ସୁଦ୍ଧା ସରିବ ଟୀକାକରଣ: ବିଜୟ ପାଣିଗ୍ରାହୀ
3. ଲୋକସେବା ଭବନରେ ପୁଣି ବୁଲିଲା ସାପ
4. ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ
ଦେଶର ୨୭ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଏୟାର ମାର୍ଶଲ ଭି.ଆର ଚୌଧୁରୀ ।
5. କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିବେ କ୍ୟାପଟେନ ଅମରିନ୍ଦର
6. ‘ପଞ୍ଜାବରେ ସମସ୍ତ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି’
7. Punjab Politics: ଅପରାହ୍ନରେ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ
ଅପରାହ୍ନ ୩ଟା ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ଭୋଟିବେ ନବଜୋତ ସିଂ ସିଦ୍ଧୁ ।
8. ଓଡିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି ନିଯୁକ୍ତ
ଓଡିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି । ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ କଲେଜିୟମ ।
9. ବିଜାପୁରରେ IED ବିସ୍ଫୋରଣ, ୨ ଯବାନ ଗୁରୁତର
ବିଜାପୁର ନିକଟରେ ଆଇଡି ବୋମା ବିସ୍ଫୋରଣ । ୨ ସିଆରପିଏଫ ଯବାନ ଗୁରୁତର ଆହତ ।
10. ଅନ୍ତର୍ଜାତୀୟ ହକିକୁ ଅଚାନକ ଅଲବିଦା କହିଲେ ରୁପିନ୍ଦର ପାଲ୍ ସିଂହ
ଭାରତୀୟ ହକି ଟିମ୍ରେ ଆଉ ଦେଖିବାକୁ ମିଳିବନି ଡ୍ରାଗ୍ ଫ୍ଲିକର୍ ରୁପିନ୍ଦର ପାଲ୍ ସିଂହଙ୍କ ଜଲୱା ।