ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 25, 2021, 3:10 PM IST

୧. ‘ଗୁଲାବ’ର ଗତି କୁଆଡେ ? ପ୍ରଭାବିତ ହୋଇପାରେ 7 ଜିଲ୍ଲା, ସତର୍କ କରାଇଲେ SRC

ତୀବ୍ର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଆଗୁଆ ସତର୍କତା । ସେହିସବୁ ଜିଲ୍ଲାଗୁଡିକରେ 42 ODRAF ଓ 24 NDRF ମୁତୟନ ହେବା ନେଇ କହିଲେ ଏସଆରସି ।

୨. ମାଡି ଆସୁଛି ବାତ୍ୟା ‘ଗୁଲାବ’, ରବିବାର ଛୁଇଁବ ସ୍ଥଳଭାଗ

ମାଡି ଆସୁଛି ବାତ୍ୟା । ଆସନ୍ତା ୨୬ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ।

୩. ଅରିନ୍ଦମଙ୍କ ପରିବାର ପାଇଁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ମୁଣ୍ଡଳିରେ ହାତୀ ଉଦ୍ଧାର ସମୟରେ ଓଟିଭି ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗ । ପରିବାରକୁ ସହାୟତା ଦେବା ଲାଗି ୪ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୪. ଆଇନ ସେବା ଭବନକୁ ଲୋକାର୍ପିତ କଲେ CJI

କଟକ ହାଇକୋର୍ଟ ପରିସରରେ ଆଇନ ସେବା ଭବନକୁ ଲୋକାର୍ପିତ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ।

୫. ଦିନ ଦୟାଲଙ୍କ ଜନ୍ମ ଜୟନ୍ତୀ ପାଳିଲା ବିଜେପି

ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜନୀତିଜ୍ଞଙ୍କ ଜୟନ୍ତୀ ପାଳନ ।

୬. କୋର୍ଟ ପରିସରରେ ଗୁଳିକାଣ୍ଡ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଦିଲ୍ଲୀ ସ୍ଥିତ ରୋହିଣୀ କୋର୍ଟରେ ଘଟିଥିବା ଗୁଣିକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କଲା ଦିଲ୍ଲୀ ପୋଲିସ ।

୭. ଆସୁଛି ବାତ୍ୟା; ସତର୍କ କଲେ ଗଞ୍ଜାମ ଜିଲ୍ଲାପାଳ, ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜାରି ହେଲା ରେଡ୍ ଆଲର୍ଟ । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସାମ୍ବାଦିକ ସମ୍ମିଳନୀ ।

୮. ସମ୍ଭାବ୍ୟ ବାତ୍ୟା ସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ସମ୍ଭାବ୍ୟ ବାତ୍ୟା ସ୍ଥିତି ନେଇ SRCଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଭିସି ଜରିଆରେ ଜିଲ୍ଲାପାଳମାନଙ୍କ ସହ ଚାଲିଛି ଆଲୋଚନା ।

୯. କାନ୍ଦବୋବାଳିରେ ଫାଟୁଛି ରାଇକଳା, ଗାଁ ମାଟିରୁ ଅଲବିଦା କହିଲା ଅରିନ୍ଦମ

ଅଲବିଦା କହି ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ । ନିଜ ଗାଁ ମାଟି କେନ୍ଦୁଝରରେ ସମ୍ପନ୍ନ ହେଲା ଅରିନ୍ଦମଙ୍କ ଶେଷକୃତ୍ୟ ।

୧୦. ଡ୍ରଗ୍ସ ମାମଲାରେ ଟଲିଉଡର ନାହିଁ ଲିଙ୍କ୍: ଇଡି

ଟଲିଉଡ ଡ୍ରଗ୍ସ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସନ୍ଦେହ ଘେରରେ ଥିବା ସମସ୍ତ ଅଭିନେତାଙ୍କୁ ଦେଲେ କ୍ଲିନ୍ ଚିଟ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.