ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 28, 2021, 3:02 PM IST

1. ଆକ୍ସନ ମୋଡରେ BMC, 42ଟି ସ୍ଥାନରେ ମାରିଲା ରେଡ୍‌

କୋରୋନା ନିୟମ ଭାଙ୍ଗୁଥିବା ସମସ୍ତ ଦୋକାନରେ ଜୋରଦାର ଚଢାଉ କରିଛି ଭୁବନେଶ୍ବର ମହାନଗର ନିଗମ । ଗୋଟିଏ ଦିନରେ 42ଟି ସ୍ଥାନରେ ଚଢାଉ କରିଛି ବିଏମସି ।

2. ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ

ରାଜ୍ୟର ୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍। ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ ।

3. ୧୦ କୋଟିର GST ଠକେଇ ଅଭିଯୋଗ; ଆଇରନ ସ୍କ୍ରାପ ବ୍ୟବସାୟୀ ଅଟକ

୧୦ କୋଟି ଜିଏସଟି ଠକେଇ ଅଭିଯୋଗ । ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁ ଅଟକ । ଜବତ ହୋଇଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।

4. ସମସ୍ୟା ହେବନି ସିଟ୍, ଜୁଲାଇ 31 ସୁଦ୍ଧା ପ୍ରକାଶ ପାଇପାରେ +2 ରେଜଲ୍ଟ

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି, ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ । ସେପଟେ ଜୁଲାଇ 31 ସୁଦ୍ଧା ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ।

5. ରେଳ କର୍ମଚାରୀଙ୍କ ନିଆରା ନିଶା, ବର୍ଜ୍ୟବସ୍ତୁକୁ ଦେଉଛନ୍ତି ଆକର୍ଷଣୀୟ ରୂପ

ହାତର ଯାଦୁରେ ଚକମକ୍ କରୁଛି ଅଦରକାରୀ ଜିନିଷ । ଅଦରକାରୀ ବସ୍ତୁରେ ଚମକୁଛି ଘର । ଡ୍ରଇଂ ରୁମଠୁ ଆରମ୍ଭ କରି ପୂଜାଘର, ସବୁଠି ନିଖୁଣ କାରିଗରୀର ଝଲକ ।

6. ଅଗ୍ନି-୧ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଧାମରା ହ୍ବିଲର ଦ୍ବୀପରୁ ଉତ୍‌କ୍ଷେପଣ ହେଲା ଅଗ୍ନି-1 ପ୍ରାଇମ୍‌ କ୍ଷେପଣାସ୍ତ୍ର ।

7. ଭୂସ୍ବର୍ଗରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ଆହ୍ବାନ

2019ରେ ଧାରା 370 ଓ ଧାରା 35 କ’ ରଦ୍ଦ ହୋଇଥିଲା । ଯାହା ଅବିଭାଜିତ ରାଜ୍ୟ ସ୍ଥିତି ଏବଂ ଏହାର ଦୁଇଟି ୟୁନିୟନ ଅଞ୍ଚଳରେ ବିଭକ୍ତ କରାଯାଇଥିଲା ।

8. ଡିସେମ୍ବର 31ଯାଏଁ ସ୍ଥଗିତ ଫ୍ରଣ୍ଟସିଟ ଏୟାରବ୍ୟାଗ ନିୟମ

କାର ଆଗସିଟରେ ଏୟାରବ୍ୟାଗ ଲଗାଇବାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା ।

9. ଇସ୍ତଫା ଦେଲେ ଟ୍ଵିଟର ଇଣ୍ଡିଆର ଅଭିଯୋଗ ନିବାରଣ ଅଧିକାରୀ

ଇସ୍ତଫା ଦେଲେ ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟର ଇଣ୍ଡିଆର ଅନ୍ତରୀଣ ଅଭିଯୋଗ ନିବାରଣ ଅଧିକାରୀ ଧର୍ମେନ୍ଦ୍ର ଚତୁର । ସେ ଚାରି ସପ୍ତାହ ତଳେ ସେ ଟ୍ଵିଟର ଇଣ୍ଡିଆରେ ନିଯୁକ୍ତି ହୋଇଥିଲେ ।

10. ଆସିଲା ‘Kuch Rang Pyaar Ke Aise Bhi’ର ନୂଆ ପ୍ରୋମୋ

ଆସନ୍ତା ଜୁଲାଇ 12ରେ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଦେଖିବାକୁ ଯାଉଛନ୍ତି ଦର୍ଶକ । ଏବେ ଶୋର ନୂଆ ପ୍ରୋମୋ ଜାରି କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.