1. ସ୍କୁଲ ବନ୍ଦ ପ୍ରସଙ୍ଗରେ କମ୍ପିଲା ଗୃହ, ଅପରାହ୍ନ ୩ ଯାଏଁ ମୁଲତବୀ
2. ପର୍ଯ୍ୟଟନ ଶିଳ୍ପକୁ ଟ୍ରାକକୁ ଆଣିବାକୁ ପ୍ରୟାସ; IRCTC ଆରମ୍ଭ କଲା ଟୁରିଷ୍ଟ ପ୍ୟାକେଜ
3. ଚେନ୍ନାଇ ଗସ୍ତରେ ଶାହ, କୋର କମିଟି ବୈଠକରେ ହେବେ ସାମିଲ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇ ଗସ୍ତ କରିଛନ୍ତି । ଚେନ୍ନାଇରେ ଦଳର କୋର କମିଟି ବୈଠକରେ ସାମିଲ ହେବେ ।
4. ବିଷମ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସମସ୍ୟାରେ ଲୋକେ'
ଦିଲ୍ଲୀରେ ହୁହୁ ହୋଇ ବଢୁଛି ପ୍ରଦୂଷଣ । ଟ୍ରାଫିକ, ଶ୍ବାସକ୍ରିୟା ଓ ଆଖି ପୋଡିବା ଭଳି ଅସୁବିଧା ଭୋଗୁଛନ୍ତି ଲୋକେ ।
5. ଚେନ୍ନାଇ ବିମାନବନ୍ଦରୁ 26 କୋଟି ମୂଲ୍ୟର ସୁନା ଜବତ
6. କାର-ଡମ୍ଫର ମୁହାଁମୁହିଁରେ ଜଳିଗଲା କାର, 7 ମୃତ
7. ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା
8. ‘କୋରୋନା ଚିକିତ୍ସା ପାଇଁ ବ୍ୟବହାର ହେବନି ରେମଡେସିଭିର’
9. ପାକର ଅସ୍ତ୍ରବୀରତି ଉଲ୍ଲଙ୍ଘନ, ଆର୍ମି ହାବିଲଦାର ଶହୀଦ
10. ISL-7: ବିଜୟରୁ ଯାତ୍ରା ଆରମ୍ଭ କରିବାକୁ ଚାହିଁବ ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ୍
ISL-7ର 2ୟ ମ୍ୟାଚ ଆଜି ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମଧ୍ୟରେ ଖେଳାଯିବ ।