ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 7, 2021, 3:02 PM IST

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1-ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌ । ନଭେମ୍ବର ୯ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନନ୍ଦ ସାର । ୧୦୪ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି ।

2-Odisha Assembly Winter Session: ଘଣ୍ଟ ବଜାଇଲେ ବିରୋଧୀ, ଜୟ ଜଗନ୍ନାଥ କହି ଗଙ୍ଗାଜଳ ଛିଞ୍ଚିଲେ ଶାସକ

ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବିଧାନସଭା(Odisha Assembly Adjourned) ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଝଡ ।

3-Parliament Winter Session: ଆଜିଠୁ ଶୀତ ଅଧିବେଶନରେ ସାମିଲ ହେବେନି TRS ସାଂସଦ

ରାଜ୍ୟସଭାର ୧୨ ନିଲମ୍ବିତ ସାଂସଦ (12 RS MP) ଘଟଣାକୁ ବିରୋଧ କରି ଆଜିଠୁ ଶୀତ ଅଧିବେଶନକୁ ବଏକଟ କରିଛନ୍ତି ଟିଆରଏସ ସାଂସଦ ।

4-Vigilance Raid: ଠିକାଦାର ଦେଲେ 10 ହଜାର ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ, ମାଡି ବସିଲା ଭିଜିଲାନ୍ସ

ବିଲ ପାସ କରାଇଦେବା କହି ଲାଞ୍ଚ ନେଇଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ(Assistant Engineer Kamadev Biswal )ଙ୍କୁ ଗିରଫ କଲା ଭିଜିଲାନ୍ସ ।

5-ହାଇଦ୍ରାବାଦରେ ଓଡିଆ ଯୁବକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର, ଦେଢବର୍ଷ ପୂର୍ବେ କରିଥିଲେ ବିବାହ

ବେପରୁଆ ଗାଡ଼ି ଚାଳନା ଯୋଗୁଁ ତେଲେଙ୍ଗାନା ହାଇଦ୍ରାବାଦରେ ଘଟିଛି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ ।

6-ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଟିମ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନେଇ ଓଡ଼ିଶାର ଦାବି କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେବା ପରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ସାଂସଦମାନେ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଦାବି ରଖିଛନ୍ତି ।

7-INDIA CORONA: ୨୪ ଘଣ୍ଟାରେ 6,822 ଆକ୍ରାନ୍ତ ଚିହ୍ନଟ, 558 ଦିନରେ ସର୍ବନିମ୍ନ

ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 822 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା 558 ଦିନରେ ସର୍ବନିମ୍ନ ।

8-Vigilance Raid: ସିପାହୀ କହିଲେ ମୁଁ ନିର୍ଦ୍ଦୋଷ, ସହକର୍ମୀ ମୋତେ ଫସାଇଛନ୍ତି
ଭିଜିଲାନ୍ସ ଜାଲରେ ଓଏସଏପି ସିପାହୀ ସହଦେଵ ପରିଡା (Cuttack OSAP) । ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ (Cuttack Vigilance Raid)। ଆଜି ରେଡ କରାଯାଇଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିପାହୀ ସହଦେଵ ପରିଡା ।

9-Burla VIMSAR Corona: ଓଡିଶାକୁ ଆଶ୍ବସ୍ତି, 74 କୋରୋନା ସଂକ୍ରମିତଙ୍କ ଠାରେ ନାହିଁ OMICORN

ଭୀମସାର ମେଡିକାଲ କଲେଜ (Burla VIMSAR) ପାଇଁ ଭଲ ଖବର । ଭୁବନେଶ୍ୱର ଆଇଏଲଏସକୁ 21 ନମୁନା ପଠାଯାଇଥିଲା । 11 ଟି ନମୁନାର ପରୀକ୍ଷା ହୋଇଥିବା ବେଳେ 2 ଟି ଡେ଼ଲ୍ଟା ଭେରିଏଣ୍ଟ ଓ ବାକି 9ଟି ମାଇନର ଭାରିଏଣ୍ଟ ବୋଲି ଜଣାପଡିଛି ।

10-ସହର ଭିତରେ ହାର୍ଡକୋର ଗ୍ୟାଙ୍ଗ, ରାଜଧାନୀରେ ଲୁଟ ପାଇଁ କଲେ ହତ୍ୟା

ଚେନ୍ ଲୁଟ ପାଇଁ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଛୁରିରେ ଆକ୍ରମଣ କଲେ ଦୁଇ ଅପରାଧୀ (Murder in Bhubaneswar) । ଶେଷରେ ଚିକିତ୍ସିତ ଆବସ୍ଥାରେ ଆଖି ବୁଜିଲେ ଆକ୍ରଣରେ ଶିକାର ବ୍ୟକ୍ତି । ଏହି ଘଟଣାରେ କେନ୍ଦ୍ରାପଡା ଗ୍ୟାଙ୍ଗ ( Kendrapara Gang)ର ହାତ ଥିବା ନେଇ ସନ୍ଦେହ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.