ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jun 10, 2021, 3:48 PM IST

1.cyclone YAAS: କୃଷିକ୍ଷେତ୍ର ପାଇଁ ସ୍ବତନ୍ତ୍ର ପ୍ୟାକେଜ; କ୍ଷତିଗ୍ରସ୍ତଙ୍କୁ ମିଳିବ ଇନପୁଟ୍ ସହାୟତା

ବାତ୍ୟା ୟସ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ଛୋଟ ଓ ନାମମାତ୍ର ଚାଷୀଙ୍କୁ ମିଳିବ ଇନପୁଟ ସହାୟତା । 33% ରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଓ ସ୍ଵଳ୍ପ ମିଆଦୀ ଋଣ ଏବଂ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ ।

2.ଚଳିତ ବର୍ଷ ବିନାଭକ୍ତରେ ରଥଯାତ୍ରା

ପୂର୍ବ ବର୍ଷ ପରି ମଧ୍ୟ ଚଳିତ ବର୍ଷର ରଥଯାତ୍ରା ବିନା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ।

3.ଭୁବନେଶ୍ୱର ଏମ୍ସରେ ସ୍ଥାପନ ହେବ 2ଟି ECMO ମେସିନ୍

ଗୁରୁତର କୋଭିଡ଼ ରୋଗୀଙ୍କ ପାଇଁ ଖୁସିର ଖବର । କୋଭିଡ଼ରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟାର ଚିକିତ୍ସା ଏବେ ଭୁବନେଶ୍ବର ଏମ୍ସରେ ହେବ । ଏମ୍ସରେ ସ୍ଥାପନ ହେବ ଦୁଇଟି ଏକମୋ ମେସିନ୍ ।

4.ଓଡ଼ିଶା ଛୁଇଁଲା ମୌସୁମୀ, 10 ରୁ 14 ପ୍ରବଳ ବର୍ଷିବ

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।

5.ରଜ ପାଇଁ କମିଶନରେଟ ପୋଲିସର କଟକଣା ଜାରି

ରଜ ପୂର୍ବରୁ ଟ୍ବିନ ସିଟିରେ କମିଶନରେଟ ପୋଲିସର କଟକଣା ଜାରି । ଅମାନିଆଙ୍କ ବିରୁଦ୍ଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

6.ପତଞ୍ଜଳି ସୋରିଷ ତେଲକୁ ନିମ୍ନମାନର ଘୋଷଣା

ପୁଣି ବାବା ରାମଦେବଙ୍କୁ ଝଟକା । ପତଞ୍ଜଳି ସୋରିଷ ତେଲ ନିମ୍ନମାନର ଘୋଷଣା । ଗତ କିଛିଦିନ ତଳେ ପତଞ୍ଜଳି ସୋରିଷ ତେଲ ମାନକୁ ନେଇ ହୋଇଥିଲା ପରୀକ୍ଷା ।

7.ସାବିତ୍ରୀରେ ଖାଁ ଖାଁ ମନ୍ଦିର, ଘରେ ରହି ପାଳୁଛନ୍ତି ବ୍ରତ

ସାବିତ୍ରୀ ଅମାବାସ୍ୟାରେ ଖାଁ ଖାଁ ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ମନ୍ଦିର ଯାଉନାହାଁନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା । ଏନେଇ କଣ ରହିଛି ରାଜଧାନୀ ସ୍ଥିତି, ଦେଖନ୍ତୁ...

8.SRCଙ୍କ ସାମ୍ବାଦିକ ସମ୍ମିଳନୀ; ପୁରୀରେ ବିନାଭକ୍ତରେ ରଥଯାତ୍ରା, ଅନ୍ୟ ସମସ୍ତ ସ୍ଥାନରେ ବନ୍ଦ

ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟାହ୍ନ ସାଢେ 1ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷର ରଥଯାତ୍ରାକୁ ନେଇ ବିବୃତ୍ତି ରଖିଛନ୍ତି ପ୍ରଦୀପ ।

9.ଗୁଣି ଗାରେଡିକୁ ରୋକିବାକୁ NHRC ତତ୍ପର; ଓଡିଶା ଡିଜି ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

ଓଡିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଜାତୀୟ ମାନବ ଅଧିକାର ଆୟୋଗ (NHRC) । ରାଜ୍ୟର 30ଟି ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଗୁଣି ଗାରେଡି ସମ୍ବନ୍ଧୀୟ ସମସ୍ତ ସୂଚନା ଗ୍ରହଣ କରିବେ ଡିଜିପି ଓ ଶାସନ ସଚିବ ।

10.ପରଲୋକରେ ଭାରତର ପୂର୍ବତନ ବକ୍ସର ଡିଙ୍ଗକୋ ସିଂ, କ୍ରୀଡା ମନ୍ତ୍ରୀଙ୍କ ଶୋକ ପ୍ରକାଶ

ଦୀର୍ଘ ଦିନର ଅସୁସ୍ଥତା ପରେ ଭାରତର ପୂର୍ବତନ ବକ୍ସର ତଥା ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଡିଙ୍ଗକୋ ସିଂଙ୍କର ପରଲୋକ । ମୃତ୍ୟୁବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.