ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 9, 2022, 1:14 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବେଆଇନ ପଥର ଖନନ ମାମଲା, ଶ୍ରୀମନ୍ଦିର ପ୍ରଶାସନକୁ 12କୋଟି ଜୋରିମାନା

2. କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର

3. ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

4. ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

5. ଯୁବକଙ୍କୁ ହତ୍ୟା କରି ଥାନା ସାମ୍ନାରେ ଫିଙ୍ଗିଲେ ଦୁର୍ବୃତ୍ତ

6. ଆମେରିକାର ମାରିଲାଣ୍ଡ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର

7. ଡାକ୍ତରଖାନା ଅବ୍ୟବସ୍ଥା, କଣ୍ଟାବାଞ୍ଜିରେ 12 ଘଣ୍ଟିଆ ବନ୍ଦ ପାଳନ

8. NASA Moon Rocket ତୃତୀୟ ପ୍ରୟାସ ସ୍ଥଗିତ, ପ୍ରତିକୂଳ ପାଗ ସାଜୁଛି ବାଧକ

9. Himachal Poll 2022: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚା' ପିଆଇଲେ ବିଜେପିର ଶିମଲା ପ୍ରାର୍ଥୀ ସଞ୍ଜୟ ସୁଦ

10. ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ କନିଷ୍କା ? ନିଜକୁ ନିଜେ କରିଥିଲେ ବିବାହ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.