ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 9, 2022, 1:03 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ନୋଏଡାରୁ BJP ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଉତ୍ତପ୍ରଦେଶର ନୋଏଡାରୁ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଏହି ବିଶେଷ ସୂଚନା ମିଳିଛି ।

୨. ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀପଦର ଶପଥ ନେଲେ ୧୮ ବିଧାୟକ

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ(Maharashtra Cabinet expansion) । ମୁମ୍ବାଇର ରାଜ ଭବନରେ ମନ୍ତ୍ରୀପଦର ଶପଥ ନେଉଛନ୍ତି ଉଭୟ ଗୋଷ୍ଠୀର ୧୮ ବିଧାୟକ ।

୩. ଅଗଷ୍ଟ କ୍ରାନ୍ତି ଦିବସ: ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

ଭାରତ ଛାଡ ଆନ୍ଦୋଳନର ବାର୍ଷିକୀ ଅବସରରେ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି ।

୪. Bihar Politics: RJD ବିଧାୟକ ଦଳ ବୈଠକ, ରାବଡି ନିବାସରେ ବଢିଲା ହଲ୍‌ଚଲ୍‌

ବିହାର ରାଜନୈତିକ ସଙ୍କଟ ମଧ୍ୟରେ ବିଧାୟକ ଦଳ ବୈଠକ ଡାକିଲା RJD । ନୀତିଶଙ୍କ ସହ ସରକାର ଗଠନ କରିବା ନେଇ ହୋଇପାରେ ଆଲୋଚନା ।

୫. ରାଣୀତୋଳରେ ଗ୍ୟାସ୍‌ ଟାଙ୍କି ଫାଟି 5 ଗୁରୁତର

ରନ୍ଧନ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟି 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକ ବଡ ମେଡିକାର ସ୍ଥାନନ୍ତରଣ କରାଯାଇଛି ।

୬. ଅଟଳ ଓ ଆଡଭାନୀଙ୍କୁ ଅଧିକ ମାନେ, କେବେ ପାଦ ଛୁଇଁନି: ଭେଙ୍କେୟା ନାଇଡୁ

ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହରେ ଭାବବିହ୍ବଳ ହୋଇପଡିଲେ ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । କହିଲେ, ଇଶ୍ବରଙ୍କ ପରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କୁ ମାନୁଥିଲି

୭. ଅଡୁଆରେ ଓଡିଶା EDର ଡେପୁଟି ଡାଇରେକ୍ଟର, ବଙ୍ଗ ଲିଙ୍କ୍‌ରେ ଖୋଜୁଛି କୋଲକାତା ପୋଲିସ

ଝାରଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫ ଦାରୀକୁ ନେଇ ଓଡିଶା EDର ଡେପୁଟି ଡାଇରେକ୍ଟରଙ୍କୁ ପଚରାଉଚରା କରିବ କୋଲକାତା ପୋଲିସ ।

୮. ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌

ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ ହୋଇଛି ।

୯. ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତ, ୨୦୦ ସ୍ବର୍ଣ୍ଣ ଜିତିବାରେ ଚତୁର୍ଥ ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡାର(Commonwealth Games 2022) ଶେଷ ଦିନରେ 4ସ୍ବର୍ଣ୍ଣ ସହ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ ।

୧୦. Brahmastra Deva Deva Song: ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ରଣବୀର-ଆଲିଆ

ଫିଲ୍ମ ବ୍ରହ୍ମାସ୍ତ୍ରର ଆଉ ଏକ ଗୀତ ଦେବା ଦେବା ରିଲିଜ୍ ହୋଇଛି । ଏହି ଗୀତରେ ରଣବୀର ଏବଂ ଆଲିଆ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.