ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 10, 2022, 1:02 PM IST

Updated : Jun 10, 2022, 1:12 PM IST

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM
ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

2.ଲାଞ୍ଚ ନେଇ ଧରା ପଡିଲେ ଡେରାବିଶ ABEO

ଭିଜିଲାନ୍ସ ଜାଲରେ ପୁଣି ଜଣେ ବ୍ଲକ ଶିକ୍ଷାଧିକାରୀ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏବିଇଓ ବିପିନ ବିହାରୀ ସିଂହ। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଟିମ ହାବୁଡ଼ରେ ପଡ଼ିଥିଲେ।

3.ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ଉଭୟଙ୍କୁ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଶପଥପାଠ କରାଇଛନ୍ତି ।

4.ସରକାରୀ ଅର୍ଥ ସୁବିନିଯୋଗ-ଅନିୟମିତତା ଉପରେ ରହିବ ନଜର, 95 ଅଫିସର ନିଯୁକ୍ତି ଦେଲେ ସରକାର

80 ଲୋକାଲ ଫଣ୍ଡ ଅଡିଟର ଓ 15 ସ୍ମଲସେଭିଂ ଫାଇନାନସିଆଲ ଇନକ୍ଲୁଜନ ଅଫିସରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର

5.ବିଚକ୍ଷଣ ବାଳକ ସୂର୍ଯ୍ୟପ୍ରତାପ, ୨ବର୍ଷରେ ହାତେଇଲେ India ବୁକ୍ ଅଫ୍ ରେକର୍ଡ

ବୟସ ମାତ୍ର ୨ବର୍ଷ ମାତ୍ର ସଫଳତା ବହୁତ ବଡ । ପାଟିରେ ଅନର୍ଗଳ ମନ୍ତ୍ର ଆଉ ମୁଣ୍ଡରେ ବିଚକ୍ଷଣ ବୁଦ୍ଧି । ସୂର୍ଯ୍ୟ ପ୍ରତାପ ହରିଚନ୍ଦନ ତାଙ୍କ ବିଚକ୍ଷଣ ବୁଦ୍ଧି ଓ ଦକ୍ଷତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ(India Book of Record) ହାସଲ କରିଛନ୍ତି ।

6.RajyaSabha Election: ଆଜି ରାଜ୍ୟସଭା ନିର୍ବାଚନ, 16 ଆସନ ପାଇଁ 21 ପ୍ରାର୍ଥୀ

ଆଜି (ଶୁକ୍ରବାର) 4 ରାଜ୍ୟର 16 ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 9ଟାରୁ ମତଦାନ ଆରମ୍ଭ ହୋଇଛି

7.ନାଇଜେରିଆ କଏଦୀଙ୍କ ମୃତଦେହ ହସ୍ତାନ୍ତର କଲା SCB

ଏସସିବି ମେଡ଼ିକାଲରେ 14 ଦିନ ଧରି ନାଇଜେରିଆ କଏଦୀଙ୍କ ମୃତଦେହ ପଡିରହିଥିବା ଘଟଣା । ଗତକାଲି (ଗୁରୁବାର) ବିଳମ୍ବିତ ରାତ୍ରିରେ ମୃତଦେହ ହସ୍ତାନ୍ତର କରାଯାଇଛି

8.ପୋଲିସ ବାବୁଙ୍କ ଚମତ୍କାର, ଆତ୍ମହତ୍ୟା ନିଷ୍ପତି ବଦଳାଇ ଦେଲେ ନୂଆ ଜୀବନ

ଆତ୍ମହତ୍ୟା କରିବାକୁ ପାହାଡ ଉପରେ ଚଢି ଯାଇଥିଲେ ଜଣେ ବାଳିକା । କୌଣସି କାରଣକୁ ନେଇ ବାଳିକା ଜଣଙ୍କ ଆତ୍ମହତ୍ୟା ହିଁ ବିକଳ୍ପ ବୋଲି ବାଛିନେଇଥିଲେ । ମାତ୍ର ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ଚମତ୍କାର ହୋଇଛି ।

9.ବଢିବ ବାରବାଟୀର ଦର୍ଶକ କ୍ଷମତା, OCA ସମ୍ପାଦକ ସଞ୍ଜୟଙ୍କ ସଙ୍କେତ

ବାରବାଟୀ ଷ୍ଟାଡିୟମରେ ବଢିବ ସିଟ୍‌ ସଂଖ୍ୟା । ଷ୍ଟାଡିୟମର ନବକଳେବର ପାଇଁ ଉଭୟ ରାଜ୍ୟ ସରକାର ଓ OCA ଅଣ୍ଟା ଭିଡିଥିବା ବେଳେ ଏଣିକି ମ୍ୟାଚ୍‌ ସମୟରେ ଆଉ ନିରାଶ ହେବେନି ଦର୍ଶକ

10.18ରେ ହଟ୍‌ ଦେଖାଯାଉଥିଲେ ଦେଶୀ ଗର୍ଲ, ସେୟାର କଲେ ବିକିନି ଫଟୋ

ପ୍ରିୟଙ୍କା ଚୋପ୍ରା ବୁଲଗେରି କମ୍ପାନୀର ଜୁଏଲାରୀକୁ ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ତାଙ୍କର ଏକ ସୁନ୍ଦର ଏବଂ ବୋଲ୍ଡ ଫଟୋ ସାମ୍ନାକୁ ଆସିଛି

Last Updated : Jun 10, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.