ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 4, 2022, 1:02 PM IST

୧. ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା

ଆଜି ଭିଡିଓ କନଫରେନ୍ସି ଜରିଆରେ ୧୩ ନୂଆ ଜିଲ୍ଲାକୁ ଉଦଘାଟନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

୨.ଆଜି ମହାପ୍ରଭୁଙ୍କ ଖସାପଡା ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି । ଏଥିଲାଗି ଆଜି ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

୩. ନିୟନ୍ତ୍ରିତ ବଜାର କମିଟିର କୁବେର ସମ୍ପାଦକ ଗିରଫ, 2.71 କୋଟିର ସମ୍ପତ୍ତି ଜବତ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବନମାଳୀ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ।

୪. ଯୁବକଙ୍କୁ ଲଣ୍ଡା କରି ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ, ଦୁଇ ପକ୍ଷରୁ ମାମଲା

ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ସାତବେଣ୍ଟିଆ କରି ଗାଁ ଦାଣ୍ଡରେ ବୁଲାଯାଇଛି ।

୫. +2 EXAM: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

ଆଜି ଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ଘରୋଇ ସ୍କୁଲଗୁଡ଼ିକରେ ପରୀକ୍ଷା କଡ଼ା କଟକଣାରେ କରିବା ପାଇଁ ରହିଛି ନିର୍ଦ୍ଦେଶ ।

୬. ଆଜି ପୁଣିଥରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କୁ ଭେଟିବେ ରାହୁଲ

ରାହୁଲ ଗାନ୍ଧୀ ଆଜି ସନ୍ଧ୍ୟାରେ ତେଲେଙ୍ଗାନାର କଂଗ୍ରେସ ନେତାମାନଙ୍କୁ ଭେଟିବେ। ଏକ ସପ୍ତାହ ମଧ୍ୟରେ ତେଲେଙ୍ଗାନାର କଂଗ୍ରେସ ନେତାଙ୍କ ସହ ଏହା ତାଙ୍କର ଦ୍ବିତୀୟ ସାକ୍ଷାତ ହେବ।

୭. ଶ୍ରୀନଗର ପର୍ଯ୍ୟଟନକୁ ପ୍ରହାର, ପାଞ୍ଚ ଡଙ୍ଗାଘର ପୋଡି ପାଉଁଶ

ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଦୁର୍ଘଟଣାରେ ପାଞ୍ଚଟି ଡଙ୍ଗାଘର ପୋଡ଼ି ପାଉଁଶ ହେବାସହ ଅନେକ ମୂଲ୍ୟବାନ ଜିନିଷ ଜଳିଯାଇଛି ।

୮. Ukraine Crisis: କିଭ ରାସ୍ତାରେ ମାଳମାଳ ମୃତଦେହ, ଗଲାଣି ୪୧୦ ନାଗରିକଙ୍କ ଜୀବନ

ଶ୍ମଶାନ ପାଲଟିଲାଣି କିଭ ରାସ୍ତା । ଯେଉଁଆଡେ ଚାହିଁଲେ ଖାଲି ମାଳମାଳ ମୃତଦେହ। ଏଯାବତ 410 ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା ସୂଚନା ମିଳିଛି ।

୯. IPL2022: ଆଜି SRH-LSG ମୁକାବିଲା, ଖାତା ଖୋଲିବା ଲକ୍ଷ୍ୟରେ ହାଇଦ୍ରାବାଦ

ଚଳିତ ଆଇପିଏଲ ସିଜିନର ଦ୍ବାଦଶ ଲିଗ ମ୍ୟାଚରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ମ୍ୟାଚ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

୧୦. 2nd Star Film Award 2022: ସବ୍ୟସାଚୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସମ୍ମାନ

ଚଳତବର୍ଷର ଦ୍ବିତୀୟ ଷ୍ଟାର ଆୱାର୍ଡ ୨୦୨୨ ଆୟୋଜିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.