୧. Budget Session: 5Tକୁ ସୌମ୍ୟରଞ୍ଜନଙ୍କ ତେରଚ୍ଛା ବାଣ, କହିଲେ ସୃଷ୍ଟି ହେଉଛି ଜାତିଭେଦ
5T ଓ ମୋ ସରକାରକୁ ତେରଛା ବାଣ ମାରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
୨.Budget Session: ବାଚସ୍ପତିଙ୍କୁ ୨୭ ବିଧାୟକଙ୍କ ସୁରକ୍ଷା ଲୋଡିଲେ ମୋହନ ମାଝୀ
ଆମ ଜୀବନ ପ୍ରତି ବିପଦ ଅଛି । ବାଚସ୍ପତି ସାର ଆମଙ୍କୁ ସୁରକ୍ଷା ଦିଅନ୍ତୁ ।
୩.Manas Murder Case: ଚଣ୍ଡିଖୋଲରୁ ମିଳିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ
କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାରେ ବ୍ୟବହାର କରାଯାଇଥିବା ଜିନିଷ ଜବତ
୪. କେଜ୍ରିଓ୍ୱାଲଙ୍କ ବାସଭବନକୁ ଆକ୍ରମଣ ଘଟଣା: ୮ ଗିରଫ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନ ଆକ୍ରମଣ ଘଟଣାରେ ୮ଜଣକୁ ଗିରଫ କରିଛି ପୋଲିସ
୫.ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ, ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର
୬.ଗୁର୍ଜର ଅନ୍ଦୋଳନ ପୁରୋଧା କିରୋଡୀ ସିଂହଙ୍କ ପରଲୋକ, ଓମବିର୍ଲାଙ୍କ ଶୋକ
ରାଜସ୍ଥାନର ଗୁର୍ଜର ନେତା କିରୋଡୀ ସିଂହ ବୈଂସଲାଙ୍କ ପରଲୋକ ହୋଇଛି
୭.ଭିତରକନିକାରେ ବଢ଼ିଲା ଡଲଫିନଙ୍କ ସଂଖ୍ୟା, ଉତ୍ସାହିତ ପରିବେଶପ୍ରେମୀ
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଅଭୟାରଣ୍ୟରେ ବଢିଛି ଡଲଫିନଙ୍କ ସଂଖ୍ୟା
8.Odisha Corona Report: କମୁଛି ସଂକ୍ରମଣ, ଦିନକରେ ୩୨ ପଜିଟିଭ ଚିହ୍ନଟ
ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୨ କୋରୋନା ପଜିଟିଭ ଚିହ୍ନଟ
9.IPL 2022: ଆଜି ସୁପରକିଙ୍ଗସ-ସୁପରଜାଏଣ୍ଟସ ମୁକାବିଲା
ଆଜି ସପ୍ତମ ଲିଗ ମ୍ୟାଚରେ ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ
୧୦. କଚ୍ଚା ବାଦାମ ଗୀତରେ ଧକ୍ ଧକ୍ ଗର୍ଲ ମାଧୁରୀ-ରିତେଶଙ୍କ ଠୁମକା, ଭିଡିଓ ଭାଇରାଲ
ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଭାଇରାଲ୍ ଗୀତ କଚ୍ଚା ବାଦାମରେ ଡ୍ୟାନ୍ସ କରିଛନ୍ତି