ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 25, 2021, 1:09 PM IST

1.ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ ସଂକ୍ରମଣ, ସତର୍କ ରହିବାକୁ ଚେତାବନୀ

ଜାନୁଆରୀ ଶେଷ ବେଳକୁ ଆହୁରି ବଢିବ କରୋନା ସଂକ୍ରମଣ । ଏଭଳି ଚିନ୍ତା ଜନକ ସୂଚନା ଦେଲେ କିମ୍ସ ନିର୍ଦ୍ଦେଶକ ଡ. ସମ୍ବିତ ସାହୁ ।

2. Fire Accident Visakhapatnam: ଷ୍ଟିଲପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ଟ୍ରକ

ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଷ୍ଟିଲପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ।

3. Merry Christmas 2021: ବଡଦିନର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ବା ବଡଦିନ । ଦେଶବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତାମନ୍ତ୍ରୀ

4. Ludhiana court blast: ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା RDX, ପୂର୍ବତନ କନେଷ୍ଟବଳ ଭିଆଇଥିଲେ କାଣ୍ଡ !

ପଞ୍ଜାବ ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ ଘଟଣାରେ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିଲା ୨ କେଜି ଆରଡିଏକ୍ସ(RDX ) ।

5. Shopian Encounter: ସୁରକ୍ଷାକର୍ମୀଙ୍କୁ ସଫଳତା, ଟଳିଲେ 2 ଆତଙ୍କୀ

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାଓଗାମ ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର । ଏଥିରେ ୨ ଆତଙ୍କୀ ନିପାତ

6. ଉତ୍ତରାଖଣ୍ଡ ସରକାରକୁ ଝଟକା, ମନ୍ତ୍ରୀ ହରକ ସିଂ ରାୱତ ଦେଲେ ଇସ୍ତଫା

ବିଧାନସଭା ନିର୍ବାଚନ ପୂର୍ବରୁ ଧାମି ସରକାରଙ୍କୁ ଝଟକା । ଉତ୍ତରାଖଣ୍ଡର ମନ୍ତ୍ରୀ ହରକ ସିଂ ରାୱତ ଦେଲେ ଇସ୍ତଫା ।

7. ଅବସର ପରେ ରାଜନୀତିରେ ଏଣ୍ଟ୍ରି କରିବେ କି ହରଭଜନ ସିଂହ ?

ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି । ଅବସର ପରେ ହରଭଜନ ସିଂହ ରାଜନୀତିରେ (harbhajan singh on join politics ) କିମ୍ବା କୋଚିଂ ଦୁନିଆରେ ପାଦ ଦେବାକୁ ନେଇ ଚର୍ଚ୍ଚା ଜୋର ରହିଛି ।

8. INDIA CORONA: ଦିନକରେ 7189 ଆକ୍ରାନ୍ତ ଚିହ୍ନଟ, 387 ମୃତ

ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7 ହଜାର 189 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 387 ଜଣଙ୍କ ମୃତ୍ୟୁ ହୋଇଛି ।

9. ଖୋର୍ଦ୍ଧାରୁ ୩୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ

ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ ରତାମାଟି ଅଞ୍ଚଳରୁ ବହୁସଂଖ୍ୟକ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ

10. Omicron Alert: ମୁକାବିଲା ପାଇଁ ଖୋର୍ଦ୍ଧା ପ୍ରସ୍ତୁତ ଥିବା କହିଲେ ଉପଜିଲ୍ଲାପାଳ

ଓମିକ୍ରନ ଭାଇରସର ମୁକାବିଲା ପାଇଁ ସଜାଗ ରହିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ସୂଚନା ଦେଲେ ଉପଜିଲ୍ଲାପାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.