ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 27, 2021, 1:07 PM IST

1. Bride Dharana; SDJM କୋର୍ଟରେ ପହଞ୍ଚିଲେ ତପସ୍ବିନୀ

ଶାଶୁ ଘର ସମ୍ମୁଖରେ ଧାରଣା(Berhampur Bride Dharana)ରେ ବସିଥିବା ଯୁବତୀଙ୍କ ମାମଲାର ଆଜି ହେଉଛି ଶୁଣାଣି ।

2. Dharwad SDM College: ଚିନ୍ତା ବଢାଇଲା ଧାରୱାଦ, କଲେଜରୁ ପୁଣି ୯୯ ପଜିଟିଭ ଚିହ୍ନଟ

୯୯ ନୂଆ ମାମଲାକୁ ମିଶାଇ କର୍ଣ୍ଣାଟକ ଧାରୱାଦର(Dharwad SDM College) ମେଡିକାଲ କଲେଜରେ ସଂକ୍ରମଣ ସଂଖ୍ୟା ୨୮୧ରେ ପହଞ୍ଚିଛି ।

3. INDIA CORONA: ୨୪ ଘଣ୍ଟାରେ 8,318 ଆକ୍ରାନ୍ତ ଚିହ୍ନଟ, 465 ମୃତ

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) ।
4. SCHOOL STUDENT CORONA: ସରକାରୀ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀଙ୍କୁ କୋରୋନା

ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟ (Government Girls School) ରେ ୨୬ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ । ସ୍କୁଲରେ ପହଞ୍ଚିଲା ଡ଼ାକ୍ତରୀ ଟିମ ।

5. Odisha Corona Report: ଦିନକରେ ୨୬୪ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୨୬୪ ନୂଆ ସଂକ୍ରମିତ । ସେଥି ମଧ୍ୟରୁ ୪୧ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା ।

6. Prathamastami: ପଢୁଆଁ ହେଲେ ଘରର ପ୍ରଥମ ସନ୍ତାନ, ପିଠାପଣାରେ ମହକିଲା ପୁରପଲ୍ଲୀ

ଆଜି ପ୍ରଥମାଷ୍ଟମୀ(Prathamastami) । ପ୍ରତ୍ୟେକ ଓଡ଼ିଆ ଘରେ ପରିବାରର ପ୍ରଥମ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ଆଜିର ଦିନରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ ।

7. Prathamastami: ଆଜି ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ବଡଠାକୁର

ଆଜି ପ୍ରଥମାଷ୍ଟମୀ(Prathamastami) । ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ(Lord Jagannath) ।

8. Khordha Accident: ରାସ୍ତାରେ ଅଟକିଥିଲା ବସ ପଛପଟୁ ପିଟିଲା ଟ୍ରକ, ୩ ମୃତ

ଖୋର୍ଦ୍ଧା ବାଲୁଗାଁ ଓଭର ବ୍ରିଜ ନିକଟରେ ବସକୁ ଧକ୍କା ଦେଲା ଅଜଣା ଟ୍ରକ (Truck Hits Bus ) । ଘଟଣାସ୍ଥଳରେ ୩ ମୃତ, ୧୧ ଗୁରୁତର ।

9. Expiry Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

ଏକ୍ସପାରୀ ମେଡ଼ିସିନ(Expire Medicine) ନ ଦେବାକୁ ସବୁ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ(Health Director)ଙ୍କ ନିର୍ଦ୍ଦେଶ ।

10. POCSO: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ

୨୦୧୭ ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା (Nabarangpur Rape Case)ର ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ(Pocso Court) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.