ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 19, 2021, 1:38 PM IST

1. ETV BHARAT EXCLUSIVE: ଟିକାୟତଙ୍କ ବଡ ବୟାନ, ଛବି ସଜାଡିବାକୁ ସରକାରଙ୍କ ଉଦ୍ୟମ

ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

2. Farm Laws Repeal: ଚାଷୀଙ୍କ ଚାପରେ ସରକାର ମୁଣ୍ଡ ନୁଆଁଇଲେ କହିଲା ରାଜ୍ୟ କଂଗ୍ରେସ

କେନ୍ଦ୍ର ସରକାର ଆଜି(ଶୁକ୍ରବାର) ୩ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ ।

3. କୃଷି ଆଇନ ପ୍ରତ୍ୟାହାରକୁ ସ୍ୱାଗତ କଲେ ନବୀନ

ବହୁ ବାଦବିବାଦ ପରେ ପ୍ରତ୍ୟାହାର ହେଲା 3 କୃଷି ଆଇନ । ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

4. ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, ପ୍ରତ୍ୟାହାର କଲେ 3 କୃଷି ଆଇନ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, 3 କୃଷି ଆଇନ ପ୍ରତ୍ୟାହାର । କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ ।

5. କଳାଟଙ୍କାକୁ କରିପାରିଲେନି ଧଳା, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

6. ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଜିଲ୍ଲା ପୌରାଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

7. ଗୁରୁ ନାନକଙ୍କ ୫୫୨ ଜୟନ୍ତୀରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

ଆଜି ହେଉଛି ଗୁରୁ ନାନକଙ୍କର ୫୫୨ ତମ ପବିତ୍ର ଜନ୍ମ ଦିବସ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ 15 ଏପ୍ରିଲ 1469 ରେ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଞ୍ଜାବର ତଲୱଣ୍ଡିରେ ଜନ୍ମଗ୍ରହଣ କରିଥିଲେ ।

8. ପ୍ରଧାନପାଲି ପ୍ରକାଶ ପ୍ରଧାନ ହତ୍ୟାକାଣ୍ଡ, ଧରାପଡିଲେ ଫେରାର୍ ୩ ଅଭିଯୁକ୍ତ

ସମ୍ବଲପୁର ପ୍ରକାଶ ପ୍ରଧାନ ହତ୍ୟା ଘଟଣା । ଗିରଫ ହେଲେ ଫେରାର୍ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ।

9. 24 ଘଣ୍ଟାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଆକ୍ରାନ୍ତ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ଶୁକ୍ରବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

10. ଭାସିଲା 160 ଫୁଟର ଡଙ୍ଗା, ଦେଖିବାକୁ ପହଞ୍ଚିଲେ ସାଂସଦ

ସୋର ମାଣିତ୍ରୀ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁ ପୋଖରୀରେ ଭାସିଲା 160 ଫୁଟର ଡଙ୍ଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.