ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 13, 2021, 1:01 PM IST

1. ନବୀନଙ୍କ ବରଗଡ଼ ଗସ୍ତ ପୂର୍ବରୁ ବିଜେପି ନେତା ଇରାଶିଷଙ୍କୁ ବାନ୍ଧିଲା ପୋଲିସ

ଆଜି(ଶନିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ପୂର୍ବରୁ ବହୁ କଂଗ୍ରେସ ଓ ବିଜେପି କର୍ମୀଙ୍କୁ କରାଯାଇଛି ଗିରଫ ।

2. ଅଣନିଶ୍ବାସୀ ରାଜଧାନୀ; ଆଜି ବି ଗମ୍ଭୀର ବାୟୁ ପ୍ରଦୂଷଣ

ସାଙ୍ଘାତିକ ହେବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜି ସକାଳୁ ୪୯୯ରେ ପହଞ୍ଚିଲା ବାୟୁ ଗୁଣବତ୍ତା ସୂଚକାଙ୍କ ।

3. ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ-ଝାନ୍ସୀ ତାଜ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

4. ମିଳିଲାନୀ ଚାକିରି, ଚା’ ଦୋକାନ କରି ଚର୍ଚ୍ଚାରେ ‘MA ଇଂରାଜୀ ଚାଏବାଲୀ’ ଟୁକଟୁକି

ଚାକିରି ନପାଇ ଚା’ ବିକ୍ରି କରୁଛନ୍ତି କୋଲକାତାର ୨୬ ବର୍ଷୀୟା ଯୁବତୀ ଟୁକଟୁକି ଦାସ । ଆଉ ସବୁଠୁ ବଡକଥା ହେଲା ସେ ଦୋକାନର ନାମ ରଖିଛନ୍ତି 'MA ଇଂରାଜୀ ଚାଏବାଲୀ' ।

5. ଲଘୁଚାପ ବର୍ଷାରେ ଭିଜୁଛି ରାଜ୍ୟ: 2 ଦିନ ପ୍ରବଳ ବର୍ଷିବ, 4 ଜିଲ୍ଲା ୟେଲୋ ୱାର୍ଣ୍ଣିଂ

ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

6. STATE CORONA DEATH, ଆଖି ବୁଜିଲେ ଆଉ ୨ ରୋଗୀ

ରାଜ୍ୟରେ ତଳମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ରାଜ୍ୟରେ ଆଜି ଆଉ 2 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

7. ରେଳଧାରଣା ଠିକଣା ପଚାରି ଟ୍ରେନ ଆଗକୁ ଡେଇଁ ପଡିଲେ ଯୁବତୀ

ସମ୍ବଲପୁର ରେଢ଼ାଖୋଲ ଷ୍ଟେସନର ରେଳ ଲାଇନରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଟ୍ରେନରେ କଟି ଯୁବତୀଙ୍କ ମୃତ୍ୟୁ ।

8. ସ୍ୱଚ୍ଛ ସର୍ବେକ୍ଷଣ 2022 ପୂର୍ବରୁ ବିଏମସିରେ ସାମିଲ ହେବ ୧୪ MRF

ବିଏମସିର ପରିମଳ ଓ ସ୍ଵଛତା କ୍ଷେତ୍ରରେ ଯୋଡ଼ିହେବ ନୂଆ 14ଟି MRF ।

9. Odisha corona report; ଆଉ ୨୪୭ ପଜିଟିଭ ଚିହ୍ନଟ, ୩୭ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୭ କୋରୋନା ପଜିଟିଭ ଚିହ୍ନଟ । ୩୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

10. World Kindness Day: ଜୀବନକୁ ବଦଳାଇଦିଏ ‘ଦୟା’

ନିଜକୁ, ପରସ୍ପରକୁ ଏବଂ ବିଶ୍ବକୁ ଦୟାଭାବ ପ୍ରଦର୍ଶନ କରିବାର ଗୁରୁତ୍ବକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର 13 ତାରିଖରେ ପାଳିତ ହୁଏ ବିଶ୍ବ ଦୟା ଦିବସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.