ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 7, 2021, 1:00 PM IST

1. ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି

ଲୋକପ୍ରିୟତା କ୍ଷେତ୍ରରେ ଆମେରିକା, ବ୍ରିଟେନ ରାଷ୍ଟ୍ରପତିଙ୍କୁ ପଛରେ ପକାଇଲେ ପିଏମ ମୋଦି ।

2. ଇରାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଡ୍ରୋନ ଆଟାକ୍

ଇରାକ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ । ବିସ୍ଫୋରକ ବୋଝେଇ ଡ୍ରୋନ ଦ୍ବାରା ପିଏମଙ୍କ ବାସଭବନ ଉପରେ ଆକ୍ରମଣ କରାଯାଇଥିବା ସୂଚନା

3. National Cancer Awareness Day: କ୍ୟାନସରଠୁ ହାରିବାନି, ହରାଇବା

କ୍ୟାନସର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥାନ୍ତି ।

4. ରେଳ ଲାଇନ ପାର୍‌ ବେଳେ ମାଡି ଆସିଲା ଲୌହଦାନବ, ଚାଲିଗଲା 4 ଜୀବନ

ରେଲୱେ କ୍ରସିଂରେ ଯାଉଥିବା ବେଳେ ମାଡି ଆସିଲା ଟ୍ରେନ । ଏକାସଙ୍ଗରେ ଆଖି ବୁଜିଲେ ଗୋଟିଏ ପରିବାରର ୪ ଜଣ ।

5. ଉତ୍ତରପ୍ରଦେଶ କନ୍ନୌଜରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ଉତ୍ତରପ୍ରଦେଶରେ ଏବେ କାୟା ବିସ୍ତାର କରିଚାଲିଛି ଜିକା ଭାଇରସ । ପୂର୍ବରୁ କାନପୁରରୁ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ କନ୍ନୌଜ ଜିଲ୍ଲାରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହୋଇଛି ।

6. State Corona death report; ଆଖି ବୁଜିଲେ ଆଉ ୩ ରୋଗୀ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ରବିବାର) ରାଜ୍ୟରେ ତିନିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

7. ସ୍ତ୍ରୀଙ୍କ ପାକ୍ ପ୍ରେମ ଦେଖି ଥାନାରେ ଦ୍ବାରସ୍ଥ ସ୍ବାମୀ

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ଓ ପାକିସ୍ତାନ ମ୍ୟାଚ ପରେ ଅନେକ ଘଟଣା ସାମ୍ନାକୁ ଆସିଛି ।

8. ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଭେଟ, ଗୋଟିଏ ମ୍ୟାଚ ବଦଳାଇବ ୩ ଦଳ ଭାଗ୍ୟ

ଚଳିତ ଟି-ଟେଣ୍ଟି ବିଶ୍ବକପର ସୁପର-୧୨ ରାଉଣ୍ଡ (ଗ୍ରୁପ-2)ରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ମୁକାବିଲା ହେବ ।

9. Odisha Corona Report; ଆଉ ୩୧୮ ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୮ କୋରୋନା ପଜିଟିଭ ଚିହ୍ନଟ । ୫୮ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

10. କମଲ ହାସନ@67: ଅଭିନୟ ପାଇଁ 4 ବର୍ଷ ବୟସରେ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

ଆଜି ତାମିଲ ସୁପରଷ୍ଟାର କମଲ ହାସନଙ୍କ ଜନ୍ମଦିନ । ଦମଦାର ଅଭିନୟ ଏବଂ ରାଜନୈତିକ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମଲ । ମାତ୍ର 4 ବର୍ଷ ବୟସରେ ଅଭିନୟ ପାଇଁ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.