ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 1, 2021, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ଏୟାର ଇଣ୍ଡିଆକୁ କିଣିଲା TATA ଗ୍ରୁପ

ଯାତ୍ରୀଙ୍କୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆକୁ କିଣିଲା ଟାଟା ଗ୍ରୁପ ।

2. ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ, ନବୀନଙ୍କୁ ଶିଖାଇଥିଲେ ଓଡ଼ିଆ

ଓଡ଼ିଆ ସାହିତ୍ୟିକ ରାଜକିଶୋର ମିଶ୍ରଙ୍କ ଦେହାନ୍ତ ।

3. କାମ ଦେଉନି ECMO ଚିକିତ୍ସା, SCBରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

ଏସସିବି ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

5. ସୋସାଇଟରେ ସଙ୍ଘବଦ୍ଧ ଆକ୍ରମଣ: ଘରୁ ଟାଣି ହାଣିଲେ, ଭାଙ୍ଗିଲେ କାର

ରାଜଧାନୀର ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣ ।

6. ଦୁର୍ବଳ ହେଉଛି ୱେଲମାର୍କ ଲୋ ପ୍ରେସର, 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ୱେଲମାର୍କ ଲୋ ପ୍ରେସର ଦୁର୍ବଳ ହେଉଛି । କିନ୍ତୁ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ 12 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ ।

7. ଆଜିଠୁ ପାର୍ବଣ ଗାଇଡଲାଇନ ଲାଗୁ, ବାଣ ବିକ୍ରି ମନା

ଆଜିଠୁ ରାଜ୍ୟରେ ଲାଗୁ ହେଲା ଅକ୍ଟୋବର ଗାଇଡଲାଇନ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାରେ ଫୁଟିବନି ବାଣ । ସହରାଞ୍ଚଳଗୁଡିକରେ ସେପ୍ଟେମ୍ବର ମାସ ପରି ରାତ୍ରିକାଳୀନ କର୍ଫ୍ୟୁ ରହିବ ବଳବତ୍ତର ।

8. ଦେଶ ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା: ବାୟୁସେନା ମୁଖ୍ୟ ଭି.ଆର ଚୌଧୁରୀ

ଦେଶର ସୁରକ୍ଷା ମୋର ପ୍ରଥମ ପ୍ରାଥମିକତା ରହିବ, ବାୟୁସେନା ମୁଖ୍ୟ ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି ଏପରି କହିଲେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ।

9. ପାର୍ବଣ ଗାଇଡଲାଇନ ସମସ୍ତେ ମାନନ୍ତୁ, ସୁସ୍ଥ ରୁହନ୍ତୁ; ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟ ସରକାର ପାର୍ବଣକୁ ନେଇ ଗାଇଡ଼ଲାଇନ ଜାରି କରିଛନ୍ତି। ପାର୍ବଣ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ରାଜ୍ୟ ସରକାର। ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

10. International Senior Citizens Day; ‘ବରିଷ୍ଠ’ ପ୍ରତିଟି ଘରର ମେରୁଦଣ୍ଡ

ଆଜି 'ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' । ପ୍ରତିବର୍ଷ ଅକ୍ଟୋବର ୧ରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.