ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 2, 2021, 1:03 PM IST

1. ‘ସାମ୍ବାଦିକ କୋଭିଡ ଯୋଦ୍ଧା’, ଉପକୃତ ହେବେ 6944 କାର୍ଯ୍ୟରତ ସାମ୍ବାଦିକ

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଲାଗି ଖୁସିର ଖବର । ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର ।

2. ବଙ୍ଗ-ଆସାମ ଭାଗ୍ୟ ନିର୍ଦ୍ଧାରଣ: ଚତୁର୍ଥ ରାଉଣ୍ଡରେ ନନ୍ଦୀଗ୍ରାମରୁ ଦିଦି ପଛୁଆ, ଆସାମରେ ବିଜେପି ଆଗରେ

ଚତୁର୍ଥ ରାଉଣ୍ଡ ଗଣନା ପରେ ଶାସକ ଦଳ ଟିଏମସି 207 ଟି ଆସନରେ, 81 ଟିରେ ବିଜେପି ଏବଂ ଅନ୍ୟାନ୍ଯ 3 ଟି ଆସନରେ ଆଗୁଆ ରହିଛି।

3. ଓଡିଶାରେ 14ଦିନ ପାଇଁ ତାଲାବନ୍ଦ

ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । ଏନେଇ ଆଜି (ରବିବାର) ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି ।

4. ତାଲାବନ୍ଦ ଗାଇଡଲାଇନ: କଟକଣାରେ ଯାତାୟତ, ନିର୍ବାଚନ କାର୍ଯ୍ୟକୁ ଅନୁମତି

ଲୋକଙ୍କୁ ଘରେ ମଧ୍ୟରେ ରଖିବା ହେଉଛି ଲକଡାଉନର ଲକ୍ଷ୍ୟ । ଏଣୁ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସବୁ ଗତିବିଧି ଉପରେ ପଡିବ ତାଲା ।

5. କେରଳ ଫଳାଫଳ: ପୁଥୁପାଲ୍ଲୀରେ ଆଗୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଚାଣ୍ଡି

କେରଳର ପୁଥୁପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଉମେନ ଚାଣ୍ଡି ଆଗୁଆ ରହିଛନ୍ତି ।

6.କେରଳ-ତାମିଲନାଡୁ ଭାଗ୍ୟ ନିର୍ଦ୍ଧାରଣ: କେରଳରେ CPI(M)ର 2 ପ୍ରାର୍ଥୀ ବିଜୟୀ, ତାମିଲନାଡୁରେ DMK ଆଗୁଆ

କେରଳରେ ବିଜୟ ଧାରା ଆରମ୍ଭ । ସିପିଆଇ (ଏମ୍)ର ଟିପି ରାମକୃଷ୍ଣନ୍ ଏବଂ ଏମଏମ୍ ମଣି ବିଜୟୀ ହୋଇଛନ୍ତି ।

7. ମାହାମାରୀ ସମୟରେ ମାନବ ସମ୍ବଳ ଚିନ୍ତା, ସମୀକ୍ଷା କଲେ ମୋଦି

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷୀ ବୈଠକ କରିଛନ୍ତି । କୋଭିଡ ମହମାରୀ ନେଇ ମାନବ ସମ୍ବଳ ସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି ।

8. ଶତକରୁ ଖସିଲା ବିଜେପି, ସତ ହେବ କି ପ୍ରଶାନ୍ତ କିଶୋରଙ୍କ ଭବିଷ୍ଯବାଣୀ !

ଏକ୍‌ଜିଟ ପୋଲରେ ବିଜେପି 100 ଆସନରୁ ପାର୍‌ କରିବ ବୋଲି ଆକଳନ କରାଯାଇଥିଲା । ଏନେଇ ପ୍ରଶ୍ନ ଉଠିଥିଲା କଣ କରିବେ ପ୍ରଶାନ୍ତ କିଶୋର ?

9. କୋଭିଡରେ ସାମ୍ବାଦିକଙ୍କ ମୃତ୍ୟୁ ନେଇ ରାହୁଲଙ୍କ ଉଦବେଗ, କହିଲେ ଦିଆଯାଉ ସମ୍ମୁଖ ଯୋଦ୍ଧା ମାନ୍ୟତା

ଦେଶରେ କୋରୋନା ସଂକ୍ରମଣ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପାଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

10. ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି, କୋଭିଡ ସ୍ଥିତିର କରିବେ ସମୀକ୍ଷା

ଆଜି(ରବିବାର) ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ । ଏହି ଗସ୍ତ ସମୟରେ କୋଭିଡ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.