1. Patra Chawl Land Scam Case: ସଞ୍ଜୟ ରାଉତଙ୍କ ଘରେ ପଶିଲା ଇଡି
2. Odisha Corona: ଆଜିବି 1000 ପାର୍ କଲା ସଂକ୍ରମଣ
ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1029 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ।
3. India Corona: ଦିନକରେ 19,673 ନୂଆ ସଂକ୍ରମିତ
ଦେଶରେ କୋରୋନା ବଢାଉଛି ଚିନ୍ତା । ଗତ 24 ଘଣ୍ଟା ମଧ୍ୟରେ 19,673 ନୂଆ ସଂକ୍ରମିତ ଚିହ୍ନଟ ।
4. ଆସନ୍ତା ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ
ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ ।
5. କାଠମାଣ୍ଡୁରେ ଭୂକମ୍ପ, ଥରିଲା ବିହାର
କାଠମାଣ୍ଡୁରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଆକଳନ କରାଯାଇଛି ।
6. ସୋପୋରରୁ ଦୁଇ ଲସ୍କର ଆତଙ୍କୀ ଗିରଫ
7. ବିବାଦ ସମାଧାନର ବାଟ ଫିଟି ସାରିଛି: ରବି ମିଶ୍ର
ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ବିବାଦ । ସମାଧାନର ବାଟ ଫିଟି ସାରିଥିବା କହିଲେ ଅଭିନେତା ରବି ମିଶ୍ର ।
8. ୧୦ ଟଙ୍କିଆ କର୍ଣ୍ଣାଟକ ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି
କର୍ଣ୍ଣାଟକର ୧୦ ଟଙ୍କିଆ ଡାକ୍ତରଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
9. CWG 2022: ରୌପ୍ୟ ଜିତିଲେ ବିନ୍ଦ୍ୟାରାଣୀ
10. CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଛୁଟିଲା ଶୁଭେଚ୍ଛା ସୁଅ