ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 11, 2022, 11:08 AM IST

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Chain Snatching In Bhubaneswar: ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମା’ଠୁ ଝାମ୍ପିଲେ ସୁନାଚେନ

ରାଜଧାନୀରେ ବନ୍ଧୁକଧାରୀ ଲୁଟେରାଙ୍କ କାରାନାମା। ବିଚ ରାସ୍ତାରେ ଆତଙ୍କ ରଚି ଝାମ୍ପିଲେ ସୁନାଚେନ୍। ଶିକାର ହେଲେ ନବରଙ୍ଗପୁରରୁ ଆସିଥିବା ପରିବାର ।

2-ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମଙ୍କ ପରଲୋକ ।

3-Cyclone Asani Update: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି, ୟେଲୋ ୱାର୍ଣ୍ଣିଂରେ 8 ଜିଲ୍ଲା

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ।

4-ରାଜଧାନୀରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ବୁଲିଲେ ମେୟର

ମଙ୍ଗଳବାର ରାତିରୁ ରାଜଧାନୀରେ ଲାଗି ରହିଛି ବର୍ଷା । ତଳିଆ ଅଞ୍ଚଳ ବୁଲି ଦେଖିଲେ ମେୟର ସୁଲୋଚନା ଦାସ ।

5-ସିଲଂରେ ଓଡ଼ିଆ ଯବାନ ସହିଦ

ଡ୍ୟୁଟି ବେଳେ ଦୁର୍ଘଟଣା । ଆସାମ ସିଲଂରେ କାର୍ଯ୍ୟରତ ଓଡିଆ ବିଏସଏଫ ଯବାନ ସହିଦ ।

6-India Corona: 3 ହଜାର ତଳେ ଦୈନିକ ସଂକ୍ରମଣ

ଦେଶରେ ଆଜି ବି 3 ହଜାର ତଳେ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମାତ୍ର 2,897 ନୂଆ ସଂକ୍ରମିତ ଚିହ୍ନଟ ।

7-ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନାଁରେ ମାମଲା

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (TDP) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ମାମଲା ।

8-Terror Funding Case: ଦୋଷ ମାନିଲେ ୟାସିନ ମଲିକ, 19ରେ ପରବର୍ତ୍ତୀ ଶୁଣାଣି

ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିଜର ଅପରାଧ ସ୍ବୀକାର କରିଛନ୍ତି ।

9-ଲକଡାଉନ ସମୟରେ 1000 ଦୁର୍ଗର ପଥର ସଂଗ୍ରହ କରି ଚର୍ଚ୍ଚାରେ ଯୁବକ

ଲକଡାଉନ ସମୟରେ ବିଭିନ୍ନ ଦୁର୍ଗ ବୁଲି ବୁଲି ପଥର ସଂଗ୍ରହ କରି ଚର୍ଚ୍ଚାରେ ମହାରାଷ୍ଟ୍ରର ଯୁବକ ।

10-ଆନ୍ଧ୍ର ପୂର୍ବତନ ମନ୍ତ୍ରୀ ପି ନାରାୟଣଙ୍କୁ ଜାମିନ, ପ୍ରଶ୍ନପତ୍ର ଲିକ ମାମଲାରେ ହୋଇଥିଲେ ଗିରଫ

ହେପାଜତକୁ ଘଣ୍ଟାଏ ପୁରିଲାନି ମିଳିଗଲା ଜାମିନ । ଆନ୍ଧ୍ରପ୍ରଦେଶ ପୂର୍ବତନ ମନ୍ତ୍ରୀ ତଥା ନାରାୟଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପି.ନାରାୟଣଙ୍କୁ ଜାମିନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.