ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 7, 2022, 11:02 AM IST

1-Cyclone Update: ଆସନ୍ତା 12 ଘଣ୍ଟାରେ ଅବପାତ, ଆସନ୍ତାକାଲି ନେବ ବାତ୍ୟା ରୂପ

ଆସନ୍ତା 12 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତାକାଲି ବାତ୍ୟା ରୂପ ନେଇପାରେ ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

2-ଜେଲ ଗୁଡିକରେ ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ବ

ରାଜ୍ୟରେ ଥିବା ଜେଲଗୁଡିକର ସଂସ୍କାର ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ୱ । ବ୍ୟକ୍ତିଗତ ଭାବେ ଜେଲ ଗସ୍ତ କରି ପଦକ୍ଷେପ ନେବାକୁ ଜେଲ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ ।

3-Odisha Corona Report: ଦିନକରେ ୧୪ ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୦୩ ସକ୍ରିୟ ମାମଲା ରହିଛି ।

4-ଗିନିଜ୍‌ ବୁକ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ

ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇ ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ ।

5-India Corona: ଦେଶରେ 4 ହଜାର ମୁହାଁ ସଂକ୍ରମଣ

ଦେଶରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି 3,805 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

6-LPG Prices: 50 ଟଙ୍କା ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ଖାଉଟିଙ୍କୁ ବଡ ଝଟକା । ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର ।

7-ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ, 7 ଜୀବନ୍ତ ଦଗ୍ଧ

ମଧ୍ୟପ୍ରଦେଶ ଇନ୍ଦୋରରେ ଭୟାବହ ଅଗ୍ନିକାଣ୍ଡ । ଦୁଇ ମହଲା କୋଠାରେ ନିଆଁ ଲାଗିବା ଯୋଗୁଁ 7 ଜଣ ଜୀବନ୍ତ ଦଗ୍ଧ ।

8-ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଏବେ ପରମ୍ପରା ଚାଲିଛି: ଅମିତ ଶାହ

ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପଶ୍ଟିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ପରମ୍ପରା ଚାଲିଛି ବୋଲି ଅମିତ ଶାହ କହିଛନ୍ତି ।

9-ଖୁବଶୀଘ୍ର ପଡିବ ହାତଗଣ୍ଠି, କିମ୍‌ଙ୍କୁ ଜୀବନ ସାଥୀ କରିବେ ଲିଆଣ୍ଡର ପେସ୍‌

ବିବାହ ବନ୍ଧନରେ ଆବଦ୍ଧ ହେବେ ଟେନିସ୍ ପ୍ଲେୟାର ଲିଆଣ୍ଡର୍ ପେସ୍ ଏବଂ ବଲିଉଡ ଅଭିନେତ୍ରୀ କିମ ଶର୍ମା । ଦୁହେଁ ନିଜ ସମ୍ପର୍କକୁ ଏକ ନୂଆ ନାଁ ଦେଇ ସ୍ୱାମୀ ଏବଂ ସ୍ତ୍ରୀ ହେବାକୁ ଯାଉଛନ୍ତି ।

10-ଭୋପାଳରେ ସିନିୟର ମହିଳା ହକି ଚମ୍ପିଆନସିପ ଆରମ୍ଭ, ଭାଗ ନେଛନ୍ତି ୨୭ଟି ଦଳ

ମଧ୍ୟପ୍ରଦେଶର ଭୋପାଳରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଜାତୀୟ ସିନିୟର ମହିଳା ହକି ଚମ୍ପିଆନସିପ୍ । ଚଳିତ ବର୍ଷ ଏଥିରେ ମୋଟ ୨୭ଟି ଦଳ ଅଂଶଗ୍ରହଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.