ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 28, 2022, 11:03 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ଭିଜିଲାନ୍ସ ଜାଲରେ ପୂର୍ବତନ ASI, ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ହୋଇଥିଲେ ଗିରଫ

ଭିଜିଲାନ୍ସ ଜାଲରେ ମାଲକାନଗିରି ମାଥିଲି ଥାନାର ପୂର୍ବତନ ଏଏସଆଇ ଜୟଦାଶ ଖରା । ଏକକାଳୀନ ଭାବେ ୫ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି ।

2-Odisha Corona Report: ଦିନକରେ 7 ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 7 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 80 ସକ୍ରିୟ ମାମଲା ରହିଛି ।

3-CDA ସହ ସମିଶ୍ରଣକୁ ବିରୋଧ, 12 ଘଣ୍ଟିଆ ଆଠଗଡ ବନ୍ଦ

ଆଜି ୧୨ ଘଣ୍ଟିଆ ଆଠଗଡ ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି ।

4-ଆଇସକ୍ରିମ ଦେଇ ପିଲାଚୋରି: ଜାଗମରାରେ ଉତ୍ତେଜନା, ୩ ଅଟକ

ରାଜଧାନୀରେ ପିଲା ଚୋରିର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜାଗମରା‌ ଛକରୁ ଚିକେନ ପକୋଡା, ଆଇସ୍‌କ୍ରିମ ଦେଇ ଜଣେ ନାବାଳକକୁ ନେଇଗଲେ ସ୍ଥାନୀୟ ମହିଳା ।

5-ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଅକାଳୀ ନେତାଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ

ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କ ସହ ପଞ୍ଜାବ ରାଜ୍ୟପାଳ ଓ ଅକାଳୀ ଦଳ ନେତାଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ମିଳିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ପକ୍ଷରୁ ଏହି ଧମକ ମିଳିଥିବା କୁହାଯାଉଛି ।

6-ଆଜି ଜେଲରୁ ମୁକୁଳିବେ ଲାଲୁ ଯାଦବ

ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ୍‌ରେ ଥିବା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ଜାମିନରେ ବାହାରିବେ । ବିହାରର ଡୋରଣ୍ଡା ଜେଲ୍‌ରେ ଅଛନ୍ତି ଲାଲୁ ।

7-Shocking ! ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ କର୍ମଚାରୀ

ମହାରାଷ୍ଟ୍ରରେ ଅଭାବନୀୟ ଘଟଣା । ଚାକିରିରୁ ବାହାର କରିବାରୁ ଓଡିଆ ମହିଳାଙ୍କୁ ଜାଳିଦେଲେ ଉତ୍ୟକ୍ତ କର୍ମଚାରୀ ।

8-ପଦ୍ମଶ୍ରୀଙ୍କୁ ଅସମ୍ମାନ ! ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ସରକାରୀ କ୍ବାର୍ଟସରୁ ବେଘର କଲା ପ୍ରଶାସନ

91 ବର୍ଷୀୟ ପଦ୍ମଶ୍ରୀ ସମ୍ମାନିତ ଓଡିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କୁ ବେଘର କରାଯାଇଛି । ରାଜଧାନୀ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ବାହାର କରି ଦିଆଯାଇଛି ।

9-Raees Promotion Stampede Case: ଶାହରୁଖଙ୍କୁ ଗୁଜୁରାଟ ହାଇକୋର୍ଟରୁ ଆଶ୍ବସ୍ତି

ଗୁଜୁରାଟ ହାଇକୋର୍ଟରୁ ବଲିଉଡ ଅଭିନେତା ଶାହରୁଖଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ରଇସ(Raees) ଚଳଚ୍ଚିତ୍ରର ପ୍ରମୋଶନ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ହୋଇଥିବା ଅପରାଧିକ ମାମଲାକୁ ଖାରଜ କରିଛନ୍ତି ଗୁଜୁରାଟ ହାଇକୋର୍ଟ ।

10-IPL 2022: ଟାଇଟନ୍ସକୁ ଜିତାଇଲେ ରସିଦ-ତେୱାତିଆ, 5 ୱିକେଟରେ ହାରିଲା ହାଇଦ୍ରାବାଦ

ରସିଦ ଖାନ ଓ ରାହୁଲ ତେୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ସନରାଇଜର୍ସଠୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । କାମ ଦେଲାନି ହାଇଦ୍ରାବାଦ ଉମ୍ରାନଙ୍କ ଘାତକ ବୋଲିଂ । 40 ତମ ଆଇପିଏଲ ମ୍ୟାଚକୁ ଜିତି ହାଇଦ୍ରାବାଦର ବିଜୟ ଧାରାରେ ବ୍ରେକ ଲଗାଇଛି ଗୁଜୁରାଟ ଟାଇଟନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.