ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 23, 2022, 11:02 AM IST

1.ଜୟପୁର ଦୈନିକ ବଜାରରେ ଅଗ୍ନିକାଣ୍ଡ, ନିଆଁ ଆଁରେ ପରିବା ଦୋକାନ ଭସ୍ମୀଭୂତ

ଜୟପୁର ସହରରେ ଥିବା ଦୈନିକ ବଜାରରେ ଭୟାବହ ଅଗ୍ନିକାଣ୍ଡ । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

2.INDIA CORONA: ଦିନକରେ ୩.୩୩ ଲକ୍ଷ ନୂଆ ସଂକ୍ରମିତ

ଆଜି ବି ୩ ଲକ୍ଷ ପାର୍ କଲା ପଜିିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩.୩୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ।

3.Odisha Corona: ଦିନକରେ ୮୫୨୦ ପଜିଟିଭ, 6 ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୫୨୦ କୋରୋନା ପଜିଟିଭ ଚିହ୍ନଟ । ୬ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ।

4.ଭାରତରେ ବିମାନ ଚଳାଚଳ ପାଇଁ ବିପଦ ହେବନି 5G

ଭାରତରେ ବିମାନ ଚଳାଚଳ ପାଇଁ ବିପଦ ହେବନି ୫ଜି । ଭାରତ ପାଇଁ ଏଭଳି ଆଶ୍ବସନା ଦେଇଛି ଟ୍ରାଇ ।

5.Surendra Sai Birth Anniversary: ନା ଶୁଣିଲେ ଥରୁଥିଲା ଇଂରେଜଙ୍କ ଛାତି

ଖେଳକୁଦ ବୟସରେ ହାତରେ ଅସ୍ତ୍ର ଧରି ଇଂରେଜଙ୍କ ବିରୋଧରେ ସ୍ବର ଉଠାଇଥିଲେ ଓଡିଶାର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ବିର ସୁରେନ୍ଦ୍ର ସାଏ । ଆଜି ସେହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ ।

6.କଂଗ୍ରେସ ଉପରେ କ୍ୟାପଟେନଙ୍କ ହମ୍‌ଲା, ଚନ୍ନିଙ୍କ ବିରୁଦ୍ଧରେ ଆଣିଲେ ବାଲି ଖନନ ଅଭିଯୋଗ

ଚନ୍ନିଙ୍କୁ ମିଛୁଆ କହିଲେ କ୍ୟାପଟେନ୍ । ଚନ୍ନିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ବେଆଇନ ବାଲି ଖନନରେ ସାମିଲ ଥିବା ଅଭିଯୋଗ ଆଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

7.Elephant Terror: ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଗାଁରେ ପଶି ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଦେଲା ଦନ୍ତା ହାତୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁନ୍ଦିଆ ଗୋପାଳପୁର ଗାଁରେ ।

8.ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର, ଦୁର୍ଘଟଣାରେ ଡ୍ରାଇଭର ମୃତ

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଗଡ଼ ଚୂନଛକ ନିକଟରେ ଆଜି(ରବିବାର) ସକାଳୁ ସଡକ ଦୁର୍ଘଟଣା ହୋଇଛି ।

9.ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଷଡଯନ୍ତ୍ର, ଉପଜିଲ୍ଲାପାଳଙ୍କୁ ଭେଟିଲେ ପ୍ରାର୍ଥୀ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ସମିତିସଭ୍ୟ ପ୍ରାର୍ଥୀ କବିରାଜ ବେହେରା ନାମାଙ୍କନ ଦାଖଲ କରିଛନ୍ତି ।

10.ଆଜି ଅନ୍ତିମ ଦିନିକିଆ, ଭାରତ ପାଇଁ ସମ୍ମାନର ଲଢେଇ

ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି(ରବିବାର) ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.