ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 19, 2022, 11:05 AM IST

1.INDIA CORONA: ବଢିଲା ସଂକ୍ରମଣ, ୩ ଲକ୍ଷ ମୁହାଁ ପଜିଟିଭ ମାମଲା

ଭାରତରେ ପୁଣି ବେକାବୁ ହେଲା ମହାମାରୀ । ଦିନକରେ 2,82,970 ନୂଆ ଆକ୍ରାନ୍ତ ଚିହ୍ନଟ ।

2.Odisha Corona Report: ରାଜ୍ୟରେ ଆଉ ୧୧,୬୦୭ ପଜିଟିଭ

ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୬୭,୦୯୪ରେ ପହଞ୍ଚିଛି ।

3.ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା BJP

ରାଜ୍ୟରେ ସରଗରମ ରହିଛି ପଞ୍ଚାୟତ ନିର୍ବାଚନ ଉଷ୍ମତା । ବିଭିନ୍ନ ଦଳ କସରତ ଆରମ୍ଭ କରି ଦେଇଛି । ଭୋଟର ତାଲିକା ପ୍ରସଙ୍ଗରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।

4.ବଢୁଛି ଗୋଷ୍ଠୀ କନ୍ଦଳ: ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଇଲେ ବିଜେଡି ବିଧାୟକ

ବିଜେଡି ପାଇଁ ଚିନ୍ତା ବଢାଇଛି ଗୋଷ୍ଠୀ ବିବାଦ । ମହାପ୍ରସାଦ ଛୁଆଁଇ ଦଳରେ ରହିବାକୁ ଶପଥ ପାଠ କରାଉଛନ୍ତି ନେତା ।

5.ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଦେଶରେ କୂଳ ଲଙ୍ଘିବାରେ ଚାଲିଛି ମହାମାରୀ। ଗତ କିଛିଦିନ ମଧ୍ୟରେ ସଂକ୍ରମଣ ପିକକୁ ଛୁଇଁଛି। ଏନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

6.ଖୋର୍ଦ୍ଧାରେ ନିର୍ବାଚନ ତାତି, ବହୁମତ ପାଇଁ ଚାଲିଲାଣି କଡା ଟକ୍କର

ପଞ୍ଚାୟତ ଲଢେଇ ନେଇ ଖୋର୍ଦ୍ଧା ଜିଲ୍ଲାରେ ଗୋଳିଆ ହେଲାଣି ରାଜନୈତିକ ପାଣିପାଗ । ବହୁମତ ହାତେଇବାକୁ ବସିଲାଣି ରୁଦ୍ଧ ଦ୍ବାର ବୈଠକ । ଗଡ଼ ରକ୍ଷା ପାଇଁ ଅଣ୍ଟା ଭିଡିଲେଣି ଦଳ ।

7.ମହିଳାଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼, ନିର୍ବାଚନ ପାଇଁ ଅପହରଣ ସନ୍ଦେହ

ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ବେଶ ସରଗରମ ହେବାକୁ ଲାଗିଲାଣି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ଢେର ଅଧିକ ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ ଅପହରଣ କରାଯାଇଥିବା ଘଟଣାର ନୂଆମୋଡ଼ ଦେଖିବାକୁ ମିଳିଛି । ଏହା ରାଜନୈତିକ ଛକାପଞ୍ଝା ଚାଲିଥିବା ସନ୍ଦେହ କରାଯାଉଛି ।

8. Panchayat Election: ନିର୍ବାଚନ ସୁପରିଚାଳନା ନେଇ ଜିଲ୍ଲା ପ୍ରଶାସନର କଡା ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଜିଲ୍ଲାରେ ନିର୍ବାଚନକୁ ସୁଚାରୁ ରୂପେ ତୁଲାଇବା ପାଇଁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

9. ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ୮ ଗିରଫ

ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳରେ ରାଜନୀତି ତାତି ଦେଖିବାକୁ ମିଳିଛି । ଆଜି ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି ।

10.କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ କଲେ ଦାଖଲ

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ। ଦ୍ବିତୀୟ ଦିନରେ ଖୋର୍ଦ୍ଧା କଂଗ୍ରେସ ପକ୍ଷରୁ ଜଟଣୀ ବ୍ଲକର ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.