ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 15, 2022, 10:59 AM IST

  1. INDIA CORONA: ଦିନକରେ 2,68,833 ନୂଆ ସଂକ୍ରମିତ

ଦେଶରେ ଦ୍ରୁତବେଗରେ ମାଡୁଛି ମହାମାରୀ । ଦିନକରେ 2,68,833 ନୂଆ ସଂକ୍ରମିତ ଚିହ୍ନଟ ।

2.Odisha Corona Report: ଦିନକରେ ୧୦୮୫୬ ପଜିଟିଭ ଚିହ୍ନଟ, ୨ ମୃତ

ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୮୫୬ କୋରୋନା ପଜିଟିଭ ଚିହ୍ନଟ ।

3. Indian Army Day 2022: ବୀର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଦେଶ ପାଳୁଛି ୭୪ ତମ ସ୍ଥଳସେନା ଦିବସ ବା ଆର୍ମି ଡେ (Army Day2022) । ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

4. Train Guard Name Changed: ଏଣିକି ଟ୍ରେନ ଗାର୍ଡ ନୁହେଁ, ମ୍ୟାନେଜର

ବଦଳିଲା ଟ୍ରେନ ଗାର୍ଡର ନାମ । ଏଣିକି ଟ୍ରେନ ଗାର୍ଡ ନୁହେଁ ଡକାଯିବ ଟ୍ରେନ ମ୍ୟାନେଜର । ରେଳ ମନ୍ତ୍ରାଳୟର ସୂଚନା ।

5. ବଜାରରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ପାଣିରେ ଭାସୁଛି, ନିଆଁରେ ତରଳୁଛି

ପ୍ଲାଷ୍ଟିକ ଅଣ୍ଡା, ପରିବା ପରେ ଏବେ ବଜାରରେ ବୁଲୁଛି ପ୍ଲାଷ୍ଟକ ଚାଉଳ। କୋରାପୁଟରୁ ପ୍ଲାଷ୍ଟକ ଚାଉଳ ଠାବ ହୋଇଥିବା ଅଭିଯୋଗ ।

6. ଆଜି 150ରୁ ଊର୍ଦ୍ଧ୍ବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଥା ହେବେ ମୋଦି

ଆଜି 150ରୁ ଊର୍ଦ୍ଧ୍ବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବେ ମୋଦି ।

7. ବଚସାରୁ ବର୍ବରତା, ପୁତୁରାର ଗୁପ୍ତାଙ୍ଗ କାଟିଲା ଦାଦା

ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ଯରେ ଗଣ୍ଡଗୋଳ। ଶେଷରେ ଭାଇ ପୁଅର ଗୁପ୍ତାଙ୍ଗ କାଟିଲା ଦାଦା ।

8. IAF helicopter crash: ମୃତ ବ୍ରିଗେଡିୟର LSଙ୍କ ପରିବାରକୁ 50 ଲକ୍ଷ କ୍ଷତିପୂରଣ

ତାମିଲନାଡୁର IAF ଚପର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଏଲଏସଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ହରିୟାଣା ସରକାର ପକ୍ଷରୁ ଅନୁମୋଦନ କରାଯାଇଛି ।

9. ସର୍ଭିସ ସେଣ୍ଟର ଯାଉଛନ୍ତି କି ସାବଧାନ ! ଗ୍ରାହକଙ୍କୁ ଚୂନ ଲଗାଇ ଧରାପଡିଲେ 4

ରାଜଧାନୀର ନାରାୟଣୀ ମୋଟର୍ସ କର୍ମଚାରୀଙ୍କ ଟଙ୍କା ଜାଲିଆତି । ମିଛ କହି ଗ୍ରାହକଙ୍କ ଠାରୁ ଲୁଟିବା ବା ସହ କମ୍ପାନୀଙ୍କୁ ମଧ୍ୟ ଦେଉନଥିଲେ ଟଙ୍କା ।

10. ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସମେତ 13 ଜଣଙ୍କ ନାଁରେ ମାମଲା ରୁଜୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.