ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Jan 10, 2022, 10:59 AM IST

1-ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM covid review meeting) ।

2-Panchayat Election: 11.30ରେ ବସିବ ସର୍ବଦଳୀୟ ବୈଠକ

ପଞ୍ଚାୟତ ନିର୍ବାଚନ(Panchayat Election) ନେଇ ପ୍ରସ୍ତୁତ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ(State Election Commission) । ଆଜି(ମୋସବାର) ପୂର୍ବାହ୍ନ 11.30ରେ ବସିବ ସର୍ବଦଳୀୟ ବୈଠକ(all-party meeting) । ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

3-Odisha Corona Report: ଦିନକରେ 5 ହଜାର ମୁହାଁ କୋରୋନା ସଂକ୍ରମଣ

ରାଜ୍ୟରେ ଏବେ କୋରୋନା ସଂକ୍ରମଣ ୫ ହଜାର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ୪୮୨୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4-INDIA CORONA: ୨୪ ଘଣ୍ଟାରେ ଏକ ଲକ୍ଷ ୭୯ ହଜାରରୁ ଅଧିକ ପଜିଟିଭ

ବୋଲ ମାନୁନି କୋରୋନା । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,79, 723 ନୂଆ ପଜିଟିଭ ଚିହ୍ନଟ ହୋଇଛି । 146 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

5-କୋରୋନା ଭୟରେ ବିଷ ପିଇଦେଲେ ଗୋଟିଏ ପରିବାରର ୫ ସଦସ୍ୟ, ୨ ମୃତ

କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଷ ପିଇଦେଲେ ଗୋଟିଏ ପରିବାରର ୫ ସଦସ୍ୟ । ଜଣେ ୨୩ ବର୍ଷୀୟା ମହିଳା ଓ ତାଙ୍କ ୩ ବର୍ଷୀୟ ପୁଅର ମୃତ୍ୟୁ ହୋଇଥିବା ସୂଚନା ।

6-Delhi Corona: ଦିଲ୍ଲୀରେ ୩୦୦ ପୋଲିସକର୍ମୀ କୋରୋନା ସଂକ୍ରମିତ

ରାଜଧାନୀ ଦିଲ୍ଲୀରେ ବିଗୁଡୁଛି କୋରୋନା ସ୍ଥିତି । ୩୦୦ ରୁ ଅଧିକ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

7-Encounter In JK: କୁଲଗାମରେ 2 ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କୁ ପୁଣି ଏକ ସଫଳତା । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ସଫା । ସର୍ଚ୍ଚ ଅପରେସନ ଜାରି ।

8-ଆଜିଠୁ ବୁଷ୍ଟର ଡୋଜ ଟୀକାକରଣ, ପ୍ରଥମେ ନେବେ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକ

ଦେଶରେ ଓମିକ୍ରମ ଭୟାବହତା ଭିତରେ ଟୀକାରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । 15 ରୁ 18 ବର୍ଷ ପିଲାଙ୍କୁ ଟୀକାକରଣ ପରେ ଆଜିଠୁ ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟୀକାକରଣ (COVID-19 vaccine precaution dose)।

9-SandArt Puri: ମାସ୍କ ପିନ୍ଧିବାକୁ ବାଲୁକା କଳାରେ ବାର୍ତ୍ତା ଦେଲେ ସୁଦର୍ଶନ

ଦେଶରେ କୋରୋନା ଓ ଓମିକ୍ରନ ସଂକ୍ରମଣ ଦୃତଗତିରେ ବୃଦ୍ଧି ହେବାରେ ଲାଗିଛି । ଏଥ୍ରୁ ବର୍ତ୍ତିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ । ଏନେଇ ବାଲୁକା କଳାରେ ପ୍ଲିଜ ଓୟାର ମାସ୍କ ଲେଖି ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

10-World Hindi Day: ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ

ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି । ଆଜି ହେଉଛି ବିଶ୍ବ ହିନ୍ଦୀ ଦିବସ (World Hindi Day) । ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀୟ ଦିବସ ଭାବେ ପାଳନ କରାଯାଉଥିବାବେଳେ ଜାନୁଆରୀ ୧୦କୁ ବିଶ୍ବ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.