ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର
author img

By

Published : Dec 13, 2021, 11:00 AM IST

1-Parliament Attack: ଗଣତନ୍ତ୍ରର ମନ୍ଦିର ଆକ୍ରମଣକୁ ୨୦ ବର୍ଷ, ଶହୀଦଙ୍କୁ ଝୁରୁଛି ଦେଶ

ଦେଶର ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ହୋଇଥିବା ଆକ୍ରମଣକୁ (20 years parliament attack) ପୂରିଛି ୨୦ ବର୍ଷ । ୨୦୦୧ ମସିହା ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଭବନ ଉପରେ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିଥିଲେ ।

2-Odisha Corona Report: ଦିନକରେ ଚିହ୍ନଟ ହେଲେ 178 ଆକ୍ରାନ୍ତ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 178 କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10, 51,752ରେ ପହଞ୍ଚିଛି

3-Miss Universe: 21 ବର୍ଷ ପରେ ଭାରତକୁ ମିସ୍‌ ୟୁନିଭର୍ସ ତାଜ, ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ

ଭାରତୀୟ ଭାବେ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe 2021) । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି ପଞ୍ଜାବର ହରନାଜ ସାନ୍ଧୁ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ହରନାଜ ।

4-South Africa President Tests Positive: ସିରିଲଙ୍କୁ କୋରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

କୋରୋନାରେ ଆକ୍ରାନ୍ତ ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା (Cyril Ramaphosa)। ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5-Student Tests Positive: କପ୍ତିପଦା ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ୪୦ରୁ ଊର୍ଦ୍ଧ୍ବ ପଜିଟିଭ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହେରୁ ଉର୍ଦ୍ଧ୍ବ ଛାତ୍ରୀ ପଢୁଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଛାତ୍ରୀଙ୍କ କୋଭିଡ ପଜିଟିଭ(covid positive) ଆସିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟବିଭାଗ ।

6-ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ କଟକ-ଖୋର୍ଦ୍ଧା

ଗତକାଲି ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ସୋମବାର) ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

7-Omicron Scare: ଟିକାର ପ୍ରଭାବ ହ୍ରାସ କରୁଛି ଓମିକ୍ରନ

ଟିକାର ପ୍ରଭାବକୁ ହ୍ରାସ କରୁଛି କୋରୋନାର ନୂଆ ପ୍ରଜାତି ଓମିକ୍ରନ । ଡେଲଟା ଭାରିଆଣ୍ଟ ଠାରୁ ମଧ୍ୟ କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି (Omicron spreads faster)ଏହି ନୂଆ ଭାରିଆଣ୍ଟ । ବିଶ୍ବରେ ଓମିକ୍ରନ କାୟା ମେଲୁଥିବା ବେଳେ ଅନୁଧ୍ୟାନ କରି ଏପରି କହିଛି WHO ।

8-Omicron Update: ରାଜସ୍ଥାନରୁ ଆଉ ୪ Omicron ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ରାଜସ୍ଥାନ ଜୟପୁରରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ(4 new cases of Omicron reorted in Jaipur) ହୋଇଛନ୍ତି ।

9-Taratarini Temple Reopens: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ମା' ତାରାତାରିଣୀ ମନ୍ଦିର

ଆଜି(ସୋମବାର) ଠାରୁ ଭକ୍ତଙ୍କ ପାଇଁ ଖୋଲିଲା ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା' ତାରାତାରିଣୀ ମନ୍ଦିର । ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମା'ଙ୍କ ପୀଠକୁ ଯିବା ପାଇଁ ମୁଖ୍ୟ ଗେଟ୍ରୁ ମନ୍ଦିର ଯିବା ପାଇଁ ବସ୍‌ସେବା ଯୋଗାଇ ଦିଆଯିବ ।

10-Kashi Vishwanath Corridor: ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଆଜି(ସୋମବାର) ଉତ୍ତରପ୍ରଦେଶ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତ ସମୟରେ ବାରଣାସୀରେ କାଶୀ ବିଶ୍ୱନାଥ କରିଡର (Kashi Vishwanath Corridor)ର ଉଦଘାଟନ କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.