ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 10, 2021, 11:02 AM IST

1. Odisha Assembly Winter Session: ନବମ ଦିନରେ ବି ଗୃହ ଅଚଳ

ବିଧାନସଭା ଶୀତ ଅଧିବେଶନର ନବମ ଦିନରେ ମଧ୍ୟ ଗୃହ ଅଚଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଦିନ 11 ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଲେ ବାଚସ୍ପତି ।

2. Coonoor Chopper Crash: ଆଜି ପଞ୍ଚଭୂତରେ ବିଲୀନ ହେବେ ବିପିନ ରାୱତ

ଗତକାଲି(ଗୁରୁବାର) ଦିଲ୍ଲୀରେ ପହଞ୍ଚିଛି ପ୍ରଥମ ସିଡିଏସ୍(CDS) ବିପିନ ରାୱତଙ୍କ ପାର୍ଥିବ ଶରୀର । ଆଜି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାରରେ ସମ୍ପନ୍ନ ହେବ ଶେଷକୃତ୍ୟ ।

3. Human Rights Day: NHRC କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ମାନବ ଅଧିକାର ଦିବସ ଉପଲକ୍ଷେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ(President Ram nath Kovind) ।

4. Omicron Scare: ଜାନୁଆରୀ 31 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ଆସନ୍ତା ବର୍ଷ ଜାନୁଆରୀ 31 ପର୍ଯ୍ୟନ୍ତ ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ ଲଗାଇଲେ(Commercial International Passenger Flights) DGCA ।

5. Parliament Winter Session: ଦେଶରେ କେବେ ହେବ ନଦୀ ସଂଯୋଗ କାମ ?

ଦେଶରେ ନଦୀ ସଂଯୋଗ କରଣ କାମ କେବେ ଆରମ୍ଭ ହେବ ? ସଂଯୋଗ ଦ୍ବାରା ବଳକା ପାଣିକୁ ସଞ୍ଚୟ କରି ହେବ କି ? ଏହାଦ୍ବାରା ଜଳ ଅଭାବ ଅଞ୍ଚଳରେ ଜଳ ପହଞ୍ଚାଇ ହେବ କି ? ଆଜି ଏହା ଲୋକସଭାରେ ପଚାରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ।

6. Odisha Corona Report: ଦିନକରେ ଚିହ୍ନଟ ହେଲେ ୨୮୬ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୮୬ କୋରୋନା ପଜିଟିଭ ଚିହ୍ନଟ (odisha corona cases) ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୫୧,୨୪୧ରେ ପହଞ୍ଚିଛି ।

7. ଭୁଶୁଡୁଛି ଲାଲଗଡ: ସ୍ବାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା BSF କ୍ୟାମ୍ପ

ମାଲକାନଗିରିର ମାଓଗଡ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ପଣସପୁଟ୍ ପଞ୍ଚାୟତର ଘନବେଡାଠାରେ BSF କ୍ୟାମ୍ପ ପ୍ରତିଷ୍ଠା । ଏହାକୁ ମିଶାଇ ସ୍ବାଭିମାନ ଅଞ୍ଚଳରେ 4 ଟି BSF କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ସୂଚନା ।

8. India Covid Reports: ୧୦ ହଜାର ତଳେ ଦୈନିକ ସଂକ୍ରମଣ

ଭାରତରେ ତଳମୁହାଁ ରହିଛି କୋରୋନା ସଂକ୍ରମଣ(Corona infections)। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮,୫୦୩ ନୂଆ ସଂକ୍ରମିତ ।

9. Rohit Replacing Virat As ODI Captain: ମୁହଁ ଖୋଲିଲେ ଗାଙ୍ଗୁଲି

ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ପୂର୍ବରୁ ODI ଅଧିନାୟକ ପଦରେ ରୋହିତ ଶର୍ମାଙ୍କୁ ନିଯୁକ୍ତ ପରେ କ୍ଷୁବ୍ଧ ଫ୍ୟାନ୍ସଙ୍କ ପ୍ରଶ୍ନର ଜବାବ ରଖିଲେ BCCI ସଭାପତି ସୌରଭ ଗାଙ୍ଗୁଲି ।

10. ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାସ ଅଚାନକ ଅସୁସ୍ଥ । ଆଇସିୟୁ(ICU)ରେ ଭର୍ତ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.