ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 1, 2021, 11:12 AM IST

୧.Encounter In J&K: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ପୁଣି ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ(୨ terrorist killed in jk) ସଫଳ ହୋଇଛି ଭାରତୀୟ ସେନା ।

୨.Odisha Assembly Winter Session: ଆଜିଠୁ ଆରମ୍ଭ ଶୀତ ଅଧିବେଶନ, ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା

ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ(Odisha Assembly Winter Session) । ଶୀତ ଅଧିବେଶନକୁ ତତାଇବ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ।

୩.WODC କୁ ମନୋନୀତ ହେଲେ 13, ନାହାନ୍ତି ମହିଳା ପ୍ରତିନିଧି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ (Western Odisha Development Council) ରାଜ୍ୟ ସରକାର 13 ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି ।

୪.Sarathi Baba: ସୋସିଆଲ ମିଡିଆରେ ଆକ୍ଟିଭ ସାରଥି , ଘୁରିବୁଲୁଛି ପ୍ରବଚନ

ପୁଣି ଶୁଣିବାକୁ ମିଳିଲାଣି ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପ୍ରବଚନ (Sarathi speech) । ସୋସିଆଲ ମିଡିଆରେ ଆକ୍ଟିଭ ସାରଥୀ (sarathi baba active in social media) । ସାମାଜିକ ଗଣମାଧ୍ୟମରେ ଘୁରିବୁଲିଛୁ ସାରଥୀଙ୍କ ପ୍ରବଚନ ।

୫.World AIDS Day: ସଚେତନ ହେଲେ ହାରିବ AIDS

AIDSର ପ୍ରଭାବକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବରେ ଡିସେମ୍ବର ପହିଲାକୁ ବିଶ୍ବ ଏଡସ ଦିବସ (world aids day) ଭାବରେ ପାଳନ କରାଯାଏ । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ ।

୬.Sand Art: ବାଲୁକାକଳାରେ ଏଡ୍ସ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ଆଜି ବିଶ୍ବ ଏଡସ ଦିବସ (World AIDS Day)। ବାଲୁକାକଳାରେ (sand art) ଏଡସ ଦିବସ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ (sand artist sudarsan pattnaik) ।

୭.vigilance raid: 7 ହଜାର ଟଙ୍କା ଲାଞ୍ଚ ନେଉଥିଲେ କନେଷ୍ଟବଳ, ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ କନେଷ୍ଟବଳ(vigilance raid on constable) ବରଗଡ଼ ଭେଡେନ ଥାନା ଅନ୍ତର୍ଗତ ଋଷୁଡା ଆଉଟ ପୋଷ୍ଟରେ କାର୍ଯ୍ୟରତ କନେଷ୍ଟବଳ । 7 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ(vigilance raid ) ପଡିଲେ ଧରା ।

୮.IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମର ଅତିରିକ୍ତ ଦାୟିତ୍ବ

ବରିଷ୍ଠ IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ମିଳିଲା ଅତିରିକ୍ତ ଦାୟିତ୍ବ । ସେ ହୋମଗାଡ଼ କମାଣ୍ଡିଂ ଜେନେରାଲ ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭଳି ଅତିରିକ୍ତ ଦାୟିତ୍ବ ତୁଲାଇଛନ୍ତି ।

୯.Cyclone Jawad: ଜୱାଦ ଆସିବା ପୂର୍ବରୁ ଅଶାନ୍ତ ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ

ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର (Low pressure Area) ବାତ୍ୟାର ରୂପ ନେବ । ଏନେଇ ସତର୍କ କରାଇଛନ୍ତି ଆଇଏମ୍‌ଡି ଡିଜି। ଏହି ସୂଚନା ମିଳିବା ପରେ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀମାନେ (Fisherman) ଚିନ୍ତାରେ ପଡି ଯାଇଛନ୍ତି ।

୧୦.Junior Hockey WC: କ୍ବାର୍ଟର-ଫାଇନାଲରେ ଭାରତ ସାମ୍ନାରେ ବେଲଜିୟମ ଚ୍ୟାଲେଞ୍ଜ

ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ପୁରୁଷ ହକି ବିଶ୍ବକପ୍‌ (Junior Hockey World Cup) ୨୦୨୧ର ଅସଲ ଲଢେଇ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.