ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଖବର

ନଜର ପକାନ୍ତୁ@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 27, 2021, 11:10 AM IST

1. SCHOOL STUDENT CORONA: ସରକାରୀ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀଙ୍କୁ କୋରୋନା

ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟ (Government Girls School) ରେ ୨୬ ଜଣ ଛାତ୍ରୀ କୋରୋନା ଆକ୍ରାନ୍ତ ।

2. Odisha Corona Report: ଦିନକରେ ୨୬୪ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୨୬୪ ନୂଆ ସଂକ୍ରମିତ । ସେଥି ମଧ୍ୟରୁ ୪୧ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା ।

3. Expiry Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

ଏକ୍ସପାରୀ ମେଡ଼ିସିନ(Expire Medicine) ନ ଦେବାକୁ ସବୁ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ(Health Director)ଙ୍କ ନିର୍ଦ୍ଦେଶ ।

4. SDJM Court: ଆଜି କୋର୍ଟରେ ବ୍ରହ୍ମପୁର ବୋହୂର ବିଚାର

ହକ ପାଇଁ ଶାଶୂଘର ସାମ୍ନାରେ ବ୍ରହ୍ମପୁର ବୋହୂର ଧାରଣା ଘଟଣାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟ ( Berhampur SDJM Court)ରେ ହେବ ବିଚାର ।

5. Khordha Accident: ରାସ୍ତାରେ ଅଟକିଥିଲା ବସ ପଛପଟୁ ପିଟିଲା ଟ୍ରକ, ୩ ମୃତ

ଖୋର୍ଦ୍ଧା ବାଲୁଗାଁ ଓଭର ବ୍ରିଜ ନିକଟରେ ବସକୁ ଧକ୍କା ଦେଲା ଅଜଣା ଟ୍ରକ (Truck Hits Bus ) । ଘଟଣାସ୍ଥଳରେ ୩ ମୃତ, ୧୧ ଗୁରୁତର ।

6. Bride Dharana: ପୁଅ ସୁମିତକୁ ଫୋନରେ କଣ କହୁଥିଲେ ବାପା, ଶୁଣନ୍ତୁ

ବୋହୂର ହକ ପାଇଁ ଶାଶୂଘର ଆଗରେ 5 ଦିନ ହେଲା ଧାରଣାରେ (Bride Dharana) ବସିଛନ୍ତି ଯୁବତୀ ତପସ୍ୱୀନି ଦାଶ।

7. POCSO: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ଜେଲ

୨୦୧୭ ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ମାମଲା (Nabarangpur Rape Case)ର ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ(Pocso Court) ।

8. Prathamastami: ଆଜି ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ବଡଠାକୁର

ଆଜି ପ୍ରଥମାଷ୍ଟମୀ(Prathamastami) । ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ(Lord Jagannath) ।

9.Prathamastami: ପଢୁଆଁ ହେଲେ ଘରର ପ୍ରଥମ ସନ୍ତାନ, ପିଠାପଣାରେ ମହକିଲା ପୁରପଲ୍ଲୀ

ଆଜି ପ୍ରଥମାଷ୍ଟମୀ(Prathamastami) । ପ୍ରତ୍ୟେକ ଓଡ଼ିଆ ଘରେ ପରିବାରର ପ୍ରଥମ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ଆଜିର ଦିନରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ ।

10. ରୂପା ଛାଉଣୀରେ ଚମକିବ ଶ୍ରୀମନ୍ଦିର ବେଢା ସୂର୍ଯ୍ୟ ମନ୍ଦିରର ମୁଖ୍ୟଦ୍ବାର

ରୂପା ଛାଉଣୀରେ ଝଲସିବ ଶ୍ରୀମନ୍ଦିର ବେଢାରେ ଥିବା ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ବାର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.