ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 14, 2021, 10:59 AM IST

1.ଦିନକରେ ୨୬୨ କୋରୋନା ପଜିଟିଭ, ୪୨ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୨ କୋରୋନା ପଜିଟିଭ ଚିହ୍ନଟ । ୪୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

2. ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କ ୧୩୨ ତମ ଜନ୍ମବାର୍ଷିକୀ । ତାଙ୍କ ଜନ୍ମ ଦିନକୁ ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ ।

3. ମଣିପୁର ଆତଙ୍କୀ ଆକ୍ରମଣ: ନିଜକୁ ଦାୟୀ କଲା PLA, MNPF ସଂଗଠନ

ମଣିପୁର ଆସାମ ରାଇଫଲର କନଭୟ ଉପରେ ଆତଙ୍କୀ ହମଲା ପାଇଁ ନିଜକୁ ଦାୟୀ କଲା ପିପୁଲ୍ସ ଲିବରେସନ ଆର୍ମି-PLA ଓ ମଣିପୁର ନାଗା ପିପୁଲନ୍ସ ଫ୍ରଣ୍ଟ-MNPF ଆତଙ୍କବାଦୀ ସଂଗଠନ ।

4. 'ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୋବର ହେବ ସହାୟକ'

ଗାଈ ଗୋବର ଓ ମୂତ୍ର ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହେବ, ମତ ରଖିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

5. ନଟିଆ ଗାଁକୁ ବାଟ ଭୁଲିଛି ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ସ୍ବାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝର ଜିଲ୍ଲା ସାମୁକାନେଣ୍ଡି ପଞ୍ଚାୟତର ନଟିଆ ଗାଁର ଗ୍ରାମବାସୀ ।

6. INDIA CORONA: ୧୧,୨୭୧ ନୂଆ ସଂକ୍ରମିତ, ୨୮୫ ମୃତ

ଗତ ୨୪ ଘଣ୍ଟାରେ ଭାରତରେ 11,271 ନୂଆ ସଂକ୍ରମିତ ଚିହ୍ନଟ । ୨୮୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ।

7. ଆଜି ୧୩୮ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି ।

8. ଚନ୍ଦ୍ରରେ ଗଚ୍ଛିତ ଅଛି ପ୍ରଚୁର ଅମ୍ଳଜାନ, ଲକ୍ଷେ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ 8 ବିଲିୟନ ଲୋକ !

ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ଅମ୍ଳଜାନ ଅଛି । ଯାହା ପୃଥିବୀର ୮ ବିଲିୟନ ଲୋକଙ୍କୁ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇ ପାରିବ ।

9. ୧୭ରୁ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଆସନ୍ତା ନଭେମ୍ବର ୧୭ ଓ ୧୮ ତାରିଖରେ ହିମାଚଳପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ ।

10. ଆଜି 'ପ୍ରତିଜ୍ଞା ସମ୍ମିଳନୀ ଲକ୍ଷ୍ୟ ୨୦୨୨'କୁ ସମ୍ବୋଧନ କରିବେ ପ୍ରିୟଙ୍କା

ଆଜି ଓ ଆସନ୍ତାକାଲି(ସୋମବାର) ଦୁଇଦିନ ଧରି ବୁଲନ୍ଦସହର ଏବଂ ମୋରଦାବାଦରେ ଦଳର ପ୍ରତିଜ୍ଞା ସମ୍ମିଳନୀ ଲକ୍ଷ୍ୟ ୨୦୨୨କୁ ସମ୍ବୋଧନ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.