1. ଦେଶରେ ଆଉ 40,120 ପଜିଟିଭ ଚିହ୍ନଟ, 585 ମୃତ
ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 40 ହଜାର 120 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 585 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।
2. STATE CORONA DEATH; ଆଖି ବୁଜିଲେ ଆଉ ୬୦ ରୋଗୀ
ଆଜି(ଶୁକ୍ରବାର) ରାଜ୍ୟରେ ଆଉ 60 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୬,୭୫୭କୁ ବୃଦ୍ଧି ହୋଇଛି ।
3. ଡେଲଟା ପ୍ଲସ ଭାରିଆଣ୍ଟ ନେଲା ମହିଳାଙ୍କ ଜୀବନ
ଚିନ୍ତା ବଢାଇଲାଣି କୋରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଜଣେ ମହିଳା ୬୩ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି ।
4. ‘ରାହୁଲ ଯଦି ଗୋଆର ପୋଲ ଇନଚାର୍ଜ ହେବେ କଂଗ୍ରେସର ପରାଜୟ ସୁନିଶ୍ଚିତ’
ଗୋଆ ୟୁନିଟର ମୁଖ୍ୟ ସଦାନନ୍ଦ ଶେଟ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଜିତିବ ନାହିଁ ।
5. ଓରମାସ ମେଲାଇଛି ରାକ୍ଷୀର ପସରା, ଆକର୍ଷିତ କରୁଛି ଟେରାକୋଟା ରାକ୍ଷୀ
ଓରମାସର ଟେରାକୋଟା ରାକ୍ଷୀ ,ମନଲୋଭା ହୋଇଛି ମାଟି, କାଗଜ, ଧାନ, ମୁଗ ଓ ସବାଇ ଘାସର ରାକ୍ଷୀ ।
6. ପଞ୍ଜାବରେ ଚମକିଲେ ମୟୂରଭଞ୍ଜ ଝିଅ, ଜାତୀୟ ଭାରତ୍ତୋଳନରେ ଜିତିଲେ ୩ ପଦକ
ପଞ୍ଜାବରେ ଚାଲିଥିବା ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ମୟୂରଭଞ୍ଜ ଝିଅ ସ୍ନେହା ସୋରେନ । ସ୍ବର୍ଣ୍ଣ ପଦକ ସହିତ ତିନୋଟି ପଦକ ଜିତିଛନ୍ତି ସ୍ନେହା ।
7. Independence Day; ଆଜି ଏକାଧିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜି(ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରଣାଳୟର ଏକାଧିକ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ ।
8. STATE CORONA: ଦିନକରେ ୧୧୯୩ ପଜିଟିଭ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
9. ଚର୍ଚ୍ଚିତ ରାସଗୋବିନ୍ଦପୁର ଦୁଷ୍କର୍ମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ
୨୦୧୬ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଦେବଶୋଳ ଶିବରାତ୍ରୀ ମେଳାରେ ହୋଇଥିବା ବହୁଚର୍ଚ୍ଚିତ
10. ଘରେ ବିସ୍ଫୋରଣ, ଜଳିଗଲେ ବିଜେପି ନେତାଙ୍କ ପରିବାରର ୪ ସଦସ୍ୟ
ଜମ୍ମୁ କାଶ୍ମୀରର ରଜୌରୀରେ ଭୟଙ୍କର ବିସ୍ଫୋରଣ । ଜଳିଗଲେ ବିଜେପି ନେତାଙ୍କ ପରିବାରର ୪ ଜଣ ସଦସ୍ୟ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଆହତ ।